ଆଜିଠୁ ଯୋରନ୍ଦା ମେଳା

<p>ଢେଙ୍କାନାଳ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ବା ମାଘ ମେଳା ଆରମ୍ଭ ହେଉଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ମହିମା ଶ୍ରଦ୍ଧାଳୁ ଯୋଗ ଦେବେ। ହଜାର ହଜାର ମାନସିକଧାରୀ ନିଜର ମୁଣ୍ଡନ କରାଇବେ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଦୁଇଦିନ ଧରି ଝାଡ଼ଦୀପ ପ୍ରଜ୍ଜ୍ୱଳନ କରାଯିବ। ମହିମାଗାଦୀ, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାସ୍ତାଘାଟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ରହିବାର ବନ୍ଦୋବସ୍ତ କରାଯାଇଛି।</p>

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 08:43 AM IST
<p>ଢେଙ୍କାନାଳ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ବା ମାଘ ମେଳା ଆରମ୍ଭ ହେଉଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ମହିମା ଶ୍ରଦ୍ଧାଳୁ ଯୋଗ ଦେବେ। ହଜାର ହଜାର ମାନସିକଧାରୀ ନିଜର ମୁଣ୍ଡନ କରାଇବେ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଦୁଇଦିନ ଧରି ଝାଡ଼ଦୀପ ପ୍ରଜ୍ଜ୍ୱଳନ କରାଯିବ। ମହିମାଗାଦୀ, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାସ୍ତାଘାଟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ରହିବାର ବନ୍ଦୋବସ୍ତ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos