ଆଜିଠାରୁ ମମତା ବାନାର୍ଜୀଙ୍କ ତିନିଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଆସୁଛନ୍ତି। ସେ ଏଠାରେ ୩ ଦିନ ରହିବେ। ମମତା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ମମତାଙ୍କ ଗସ୍ତକୁ ନେଇ ରାଜଧାନୀ ଭୁବେନଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାକୁ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗ ପୋଲିସ୍‌ ଗତକାଲିଠାରୁ ଓଡ଼ିଶା ଆସିଛନ୍ତି। ସୁରକ୍ଷା ଦାୟିତ୍ୱରେ […]

mamata

mamata

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 02:54 PM IST

Sports

Latest News

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଆସୁଛନ୍ତି। ସେ ଏଠାରେ ୩ ଦିନ ରହିବେ। ମମତା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି।

ମମତାଙ୍କ ଗସ୍ତକୁ ନେଇ ରାଜଧାନୀ ଭୁବେନଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାକୁ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗ ପୋଲିସ୍‌ ଗତକାଲିଠାରୁ ଓଡ଼ିଶା ଆସିଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ ମୁଖାର୍ଜୀ କମିଶନରେଟ୍‌ ପୋଲିସର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ମମତା ଆସିବା ବେଳେ ବିମାନବନ୍ଦରର କେଉଁ ଗେଟ୍‌ରେ ବାହାରିବେ, ତାଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ, ବିମାନବନ୍ଦରରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏବଂ ତାଙ୍କର ଅନ୍ୟାନ୍ୟ ଗସ୍ତ କାର୍ଯ୍ୟକ୍ରମ କିଭଳି ସୁରକ୍ଷିତ ରହିବ ସେ ନେଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story