‘ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ଫଳରେ ଧାନ ବିକ୍ରି କରି ନ ପାରି ଶହ ଶହ ବସ୍ତା ଧାନକୁ ରାସ୍ତାରେ ଶୀତ କାକରରେ ପକାଇ ରଖୁଛନ୍ତି ଚାଷୀ। ଏଥିଯୋଗୁ ବହୁ ସ୍ଥାନରେ ଚାଷୀ-ପୁଲିସ୍‌ ମୁହାଁମୁହିଁ ମଧ୍ୟ ହେଉଛନ୍ତି। ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ।ସେମାନେ ବହୁ ଦୁଃଖ ଓ ଅସୁବିଧାରେ ଅଛନ୍ତି। ଟୋକନ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ […]

rohit-1

rohit-1

Niharika Rout
  • Published: Wednesday, 27 November 2019
  • Updated: 27 November 2019, 01:55 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ଫଳରେ ଧାନ ବିକ୍ରି କରି ନ ପାରି ଶହ ଶହ ବସ୍ତା ଧାନକୁ ରାସ୍ତାରେ ଶୀତ କାକରରେ ପକାଇ ରଖୁଛନ୍ତି ଚାଷୀ। ଏଥିଯୋଗୁ ବହୁ ସ୍ଥାନରେ ଚାଷୀ-ପୁଲିସ୍‌ ମୁହାଁମୁହିଁ ମଧ୍ୟ ହେଉଛନ୍ତି।

ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ।ସେମାନେ ବହୁ ଦୁଃଖ ଓ ଅସୁବିଧାରେ ଅଛନ୍ତି। ଟୋକନ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ଧାନ କେବେ ଉଠିବ ସେମାନେ ଜାଣି ପାରୁ ନାହାନ୍ତି। ଏହାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଶାସକ ଦଳର ୩ ବିଧାୟକ। ସେମାନେ ହେଲେ ବିଧାୟକ ଦେବେଶ ଆଚାର୍ଯ୍ୟ, ରୋହିତ ପୂଜାରୀ ଓ ବିଜୟ ରଂଜନ ସିଂବରିହା

୨୦୧୮ ମସିହାରେ ବରଗଡ଼ରେ ଧାନ କିଣାରେ ହୋଇଥିବା ବ୍ୟାପକ ଅନିୟମିତତା କଥା ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ।  ଅନିୟମିତତା ରୋକିବାକୁ ବିଭାଗ କି ପଦକ୍ଷେପ ନେଇଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ବର୍ତ୍ତମାନ ଧାନକିଣା ନେଇ ଚାଲିଥିବା ଟୋକନ ବ୍ୟବସ୍ଥା କୋହଳ କରିବାକୁ ଦାବି କରିଥିଲେ ।

ଅନ୍ୟପଟେ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବି ଟୋକନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି । ଚାଷୀ କେବେ ଧାନ ଉଠିବ ଜାଣିପାରୁନାହାନ୍ତି । ଅତି କମ୍‌ ସମୟ ମଧ୍ୟରେ ଚାଷୀଙ୍କୁ ଟୋକନ ଦେବାକୁ ସେ ଦାବି କରିଛନ୍ତି।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି,  ଧାନକିଣାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନଚେତ ବାହାର ରାଜ୍ୟର ବ୍ୟବସାୟୀ ଚାଷୀଙ୍କ ନାଁରେ ଓଡ଼ିଶାକୁ ପଶି ଆସିବେ । ଟୋକନ ଯୋଗୁ ଚାଷୀଙ୍କ ଧାନ ସଂଗ୍ରହ ନେଇ କୌଣସି ଅସୁବିଧା ହେଉନଥିବା କହିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story