ଆରମ୍ଭରୁ ଅଭାବୀ ବିକ୍ରି; ଟମାଟୋ କିଲୋ ୨ ଟଙ୍କାରେ କିଣି ନେଉଛନ୍ତି ଦଲାଲ୍‌

ପାଟଣାଗଡ (କରୁଣାକର ବୁଡ଼େକ): ଚାଷ ଜମିରୁ ସମ୍ପୂର୍ଣ୍ଣ ଅମଳ ଆରମ୍ଭ ହୋଇନି। ହେଲେ ଦେଖାଦେଲାଣି ଅଭାବ ବିକ୍ରି। ବିକ୍ରି କରିପାରୁନାହାନ୍ତି ଟମାଟୋ। ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇଛନ୍ତି। କିଲୋ ପିଛା ୨ଟଙ୍କାରେ କିଣି ନେଉଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପଟଣାଗଡ଼ ଅଞ୍ଚଳରୁ। ପାଟଣାଗଡ଼ ଅଞ୍ଚଳରେ ଚାଷୀଙ୍କୁ ଘାରିଛି ଟମାଟୋ ଅଭାବୀ ବିକ୍ରି। ଚଳିତବର୍ଷ ତୁଳସୀଡୁଙ୍ଗରି, ଖଲିପଥର, ମୁଣ୍ଡୋମହୁଲ, ପୋଡ଼ମୁଣ୍ଡ ଆଦି ଗ୍ରାମାଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଟମାଟୋ […]

Tomato

Tomato

Manoranjan Sial
  • Published: Saturday, 17 December 2022
  • Updated: 17 December 2022, 05:07 PM IST

Sports

Latest News

ପାଟଣାଗଡ (କରୁଣାକର ବୁଡ଼େକ): ଚାଷ ଜମିରୁ ସମ୍ପୂର୍ଣ୍ଣ ଅମଳ ଆରମ୍ଭ ହୋଇନି। ହେଲେ ଦେଖାଦେଲାଣି ଅଭାବ ବିକ୍ରି। ବିକ୍ରି କରିପାରୁନାହାନ୍ତି ଟମାଟୋ। ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇଛନ୍ତି। କିଲୋ ପିଛା ୨ଟଙ୍କାରେ କିଣି ନେଉଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପଟଣାଗଡ଼ ଅଞ୍ଚଳରୁ।

ପାଟଣାଗଡ଼ ଅଞ୍ଚଳରେ ଚାଷୀଙ୍କୁ ଘାରିଛି ଟମାଟୋ ଅଭାବୀ ବିକ୍ରି। ଚଳିତବର୍ଷ ତୁଳସୀଡୁଙ୍ଗରି, ଖଲିପଥର, ମୁଣ୍ଡୋମହୁଲ, ପୋଡ଼ମୁଣ୍ଡ ଆଦି ଗ୍ରାମାଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଟମାଟୋ ଚାଷ ହୋଇଛି। ଧାର କରଜ କରି ଚାଷୀ ବିଚରା ଚାଷ କରିଥିଲା। ଭାବିଥିଲା, ଭଲ ଫଳିବ ଓ ତାକୁ ବିକ୍ରି କରି ଦୁଇ ପଇସା ପାଇବେ। ଭଲ ମଧ୍ୟ ଫଳି ଥିଲା। ହେଲେ ଆବଶ୍ୟକ ମୁତାବକ ବଜାର ନଥିବାରୁ ବିକ୍ରି କରିପାରୁ ନାହାନ୍ତି ଚାଷୀ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ।

ମିଳିଥିବା ସୂଚନା ମୁତାବକ, ପ୍ରତି ଦିନ ୫୦୦ରୁ ୬୦୦ ଟ୍ରେ’ ଟମାଟୋ ବାହାରୁଛି। ହେଲେ ବିକ୍ରୟ କରିବା ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ନଥିବାରୁ କିଲୋପ୍ରତି ଚାଷୀମାନେ କିଲୋ ୨ଟଙ୍କା ଦରରେ ଦଲାଲଙ୍କ ହାତରେ ଟେକି ଦେଉଛନ୍ତି। ଏମିତିକି ଅନେକ ଚାଷୀ ଟମାଟୋ ବିକ୍ରି କରି ପାରୁନଥିବାରୁ ନିଜ ଚାଷ ଜମିରେ ଫିଙ୍ଗି ଦେଉଛନ୍ତି। ଆଉ କିଛି ଚାଷୀ ନିଜ ଚାଷ ଜମିରୁ ଟମାଟୋ ତୋଳୁନଥିବା ଦେଖିବାକୁ ମିଳିଛି।

କିଲୋ ଦୁଇ ଟଙ୍କାରେ ଦଲାଲଙ୍କୁ ଟମାଟୋ ବିକିଲେ ଚାଷୀ କ’ଣ ପାଇବ? ଋଣ କରି ଚାଷ କରିଥିବା ଚାଷୀ ବିଚରା କେମିତି ସୁଝିବ ଉଧାର ଟଙ୍କା? ସେହି ଚିନ୍ତାରେ ପଡ଼ି ଯାଇଛି ଚାଷୀ। ଯଥାଶୀଘ୍ର ଚାଷୀଙ୍କ ଅଭାବି ବିକ୍ରି ସମସ୍ୟା ଦୂର କରିବାକୁ ଚାଷୀମାନେ ଜିଲ୍ଲା ପ୍ରଶାସନକୁ ଗୁହାରୀ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story