ଗୁରୁବାର ‘ପରୀ’ ପରିବାରକୁ ଭେଟିବେ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ‘ପରୀ’କୁ ନ୍ୟାୟ ଦେବା ଦାବିରେ ବିଜେପି ସତ୍ୟାଗ୍ରହ କରୁଥିବା ବେଳେ ଡିସେମ୍ୱର ୧୫ରୁ କରିବ ପଦଯାତ୍ରା। ଏହା ପୂର୍ବରୁ ଅର୍ଥାତ ଆସନ୍ତକାଲି ‘ପରୀ’ ପରିବାରକୁ ଭେଟିବାକୁ ଯିବେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ରାଜ୍ୟ ପ୍ରଭାରୀ ନିଯୁକ୍ତି ହେବା ପରେ ପ୍ରଥମ ଥର ପାଇଁ ସେ ଓଡ଼ିଶା ଆସିଛନ୍ତି। ଏବେ ଏହି ଘଟଣାର ତଦନ୍ତ ଏସ୍‌ଆଇଟି କରୁଛି। କୁନି ଝିଅ ପରୀ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

puranda

puranda

Manoranjan Sial
  • Published: Wednesday, 09 December 2020
  • Updated: 10 December 2020, 07:50 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ‘ପରୀ’କୁ ନ୍ୟାୟ ଦେବା ଦାବିରେ ବିଜେପି ସତ୍ୟାଗ୍ରହ କରୁଥିବା ବେଳେ ଡିସେମ୍ୱର ୧୫ରୁ କରିବ ପଦଯାତ୍ରା। ଏହା ପୂର୍ବରୁ ଅର୍ଥାତ ଆସନ୍ତକାଲି ‘ପରୀ’ ପରିବାରକୁ ଭେଟିବାକୁ ଯିବେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ରାଜ୍ୟ ପ୍ରଭାରୀ ନିଯୁକ୍ତି ହେବା ପରେ ପ୍ରଥମ ଥର ପାଇଁ ସେ ଓଡ଼ିଶା ଆସିଛନ୍ତି। ଏବେ ଏହି ଘଟଣାର ତଦନ୍ତ ଏସ୍‌ଆଇଟି କରୁଛି।

କୁନି ଝିଅ ପରୀ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନୟାଗଡ଼ରେ ବିଜେପି ପକ୍ଷରୁ ସତ୍ୟାଗ୍ରହ ଚାଲିଛି। ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ୱରେ ଚାଲିଥିବା ଧାରଣାରେ ଶତାଧିକ ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି। ସେପଟେ ଡିସେମ୍ୱର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ବିଜେପି ସାଧାରଣ ସମ୍ପାଦକ ପଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ୨୧ ତାରିଖରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ଏକ ପଦଯାତ୍ରା ଯିବ। ଏଥିରେ ସାଧାରଣ ଲୋକ ମଧ୍ୟ ସାମିଲ ହେବେ ବୋଲି ହରିଚନ୍ଦନ କହିଛନ୍ତି।

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story