ଆସନ୍ତାକାଲି ଶୂନ୍ୟ ଛାୟା, ପଢନ୍ତୁ କାଲି କେତେବେଳେ କ’ଣ ଘଟିବ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି କିଛି ସମୟ ପାଇଁ ହଜିଯିବ ଛାଇ । ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ମଧ୍ୟ ଛାଇ ଆଦୌ ଦେଖାଯିବ ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି ।</p> <p>ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍&zwnj;ରେ ଦିନ ୧୧ଟାରୁ ୧୨ଟା ଯାଏଁ ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯାଇଛି। &nbsp;ସେହିପରି କଟକରେ ମେ ୨୨, ବୁର୍ଲାରେ ୨୮ ତାରିଖରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ। ଏହି ଘଟଣା ଏପ୍ରିଲରୁ ଜୁନ୍ ଓ ଜୁନ୍&zwnj; ଅଗଷ୍ଟ ମଧ୍ୟରେ ବର୍ଷକୁ ୨ଥର ଘଟିଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦ୍ଦେଶକ କହିଛନ୍ତି।</p>

Ordigital Desk
  • Published: Sunday, 20 May 2018
  • Updated: 20 May 2018, 08:52 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି କିଛି ସମୟ ପାଇଁ ହଜିଯିବ ଛାଇ । ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ମଧ୍ୟ ଛାଇ ଆଦୌ ଦେଖାଯିବ ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି ।</p><p>ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍&zwnj;ରେ ଦିନ ୧୧ଟାରୁ ୧୨ଟା ଯାଏଁ ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯାଇଛି। &nbsp;ସେହିପରି କଟକରେ ମେ ୨୨, ବୁର୍ଲାରେ ୨୮ ତାରିଖରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ। ଏହି ଘଟଣା ଏପ୍ରିଲରୁ ଜୁନ୍ ଓ ଜୁନ୍&zwnj; ଅଗଷ୍ଟ ମଧ୍ୟରେ ବର୍ଷକୁ ୨ଥର ଘଟିଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦ୍ଦେଶକ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos