କାଲି ମାଟ୍ରିକ୍ ପରୀକ୍ଷା, ୧୫ ହଜାର ୧୩୬ ଜଣ ଦେବେ  

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଛାତ୍ରଛାତ୍ରୀ । ସିଲାବସ୍ ସାରିବାକୁ ଶେଷ ମୁହୂର୍ତ୍ତରେ ବି ପ୍ରୟାସ ଜାରି ରହିଛି । କାରଣ ଏହା ହେଉଛି ସେମାନଙ୍କ ପାଇଁ ଫାଇନାଲ୍ ସୁଯୋଗ । ସେପଟେ ପରୀକ୍ଷା କେନ୍ଦ୍ରଗୁଡିକ ପୁରା ତୟାର । ହଲ୍ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସକୁ ମଧ୍ୟ ବିଶୋଧନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି […]

exam

exam

Tapas Behera
  • Published: Thursday, 29 July 2021
  • Updated: 29 July 2021, 08:03 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଛାତ୍ରଛାତ୍ରୀ । ସିଲାବସ୍ ସାରିବାକୁ ଶେଷ ମୁହୂର୍ତ୍ତରେ ବି ପ୍ରୟାସ ଜାରି ରହିଛି । କାରଣ ଏହା ହେଉଛି ସେମାନଙ୍କ ପାଇଁ ଫାଇନାଲ୍ ସୁଯୋଗ । ସେପଟେ ପରୀକ୍ଷା କେନ୍ଦ୍ରଗୁଡିକ ପୁରା ତୟାର । ହଲ୍ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସକୁ ମଧ୍ୟ ବିଶୋଧନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି ଆଇସୋଲେସନ୍ ରୁମ୍ । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ କରି ପରୀକ୍ଷାର୍ଥୀମାନେ ହଲ୍ ଭିତରକୁ ଯିବେ । ପରୀକ୍ଷା ଦେବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଗଲା ମାର୍କ । ତେବେ ଏଥିରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଲିଠାରୁ ଆରମ୍ଭ ହେବ ଅଫ୍ ଲାଇନ୍ ପରୀକ୍ଷା ।

ମୋଟ୍ ୧୫ ହଜାର ୧୩୬ ଜଣ ପରୀକ୍ଷାର୍ଥୀ ଅଫ୍ ଲାଇନ୍ ପରୀକ୍ଷା ଦେବେ । ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଦିନ ୧୦ଟାରୁ ୧୧ ଟା ଯାଏ ଓଏମ୍ଆର୍ ଜରିଆରେ ୫୦ ମାର୍କର ଅବଜେକ୍ଟିଭ ଓ ୧୧ଟାରୁ ୧୨ ଟା ଯାଏ ୩୦ ମାର୍କର ସବଜେକ୍ଟିଭ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ୍ ୮୦ ମାର୍କର ପରୀକ୍ଷା ଦେବେ ଛାତ୍ରାଛାତ୍ରୀ । ହେଲେ ମାର୍କିଂ କରାଯିବ ଶହେ ନମ୍ବରରୁ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପରୀକ୍ଷା ଅଗଷ୍ଟ ୫ ଯାଏ ଚାଲିବ । ବୋର୍ଡର ସୂଚନା ଅନୁଯାୟୀ ପରୀକ୍ଷା ଶେଷ ହେବାର ୧୫ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ । ତେବେ ଅଫ୍ ଲାଇନ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ  ପାଇଁ ଏହି ପରୀକ୍ଷାର ମାର୍କ ଚୂଡାନ୍ତ ହେବ । ବିକଳ୍ପ ମୂଲ୍ୟାୟନରେ ପୂର୍ବରୁ ମିଳିଥିବା ମାର୍କ ବୈଧ ରହିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story