ମନ୍ଦିର ଯାଇଥିଲେ ଯାତ୍ରୀ, ଆସି ଦେଖନ୍ତି ବସ୍‌ ଜଳୁଛି

ପୁରୀ(ଓଡ଼ିଶା ରିପୋର୍ଟର): ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସୌଭାଗ୍ୟକୁ ମନ୍ଦିର ବୁଲିବାକୁ ଯାଇଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା ମିଳି ଯାଇଛି। ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଏହି ଘଟଣା ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀଙ୍କ ଲଗେଜ୍, ଟଙ୍କା, ଅଳଙ୍କାର, ମୋବାଇଲ ଜଳି ଯାଇଥିବାରୁ ସେମାନେ ଭାଙ୍ଗି ପଡ଼ିଛନ୍ତି। କିପରି ଘରେ ପହଞ୍ଚିବେ ଏବେ ସମସ୍ତେ ଚିନ୍ତାରେ। ସୂଚନା ମୁତାବକ, ମଧ୍ୟପ୍ରଦେଶର ଗୋଆଲିୟରରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏହି […]

bus

bus

Niranjan Mishra
  • Published: Monday, 09 January 2023
  • Updated: 09 January 2023, 05:28 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସୌଭାଗ୍ୟକୁ ମନ୍ଦିର ବୁଲିବାକୁ ଯାଇଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା ମିଳି ଯାଇଛି। ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଏହି ଘଟଣା ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀଙ୍କ ଲଗେଜ୍, ଟଙ୍କା, ଅଳଙ୍କାର, ମୋବାଇଲ ଜଳି ଯାଇଥିବାରୁ ସେମାନେ ଭାଙ୍ଗି ପଡ଼ିଛନ୍ତି। କିପରି ଘରେ ପହଞ୍ଚିବେ ଏବେ ସମସ୍ତେ ଚିନ୍ତାରେ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଗୋଆଲିୟରରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏହି ବସ୍ ଚାରିଧାମ ଭ୍ରମଣରେ ଆସିଥିଲା। ଚିତ୍ରକୁଟ, ଅଯୋଧ୍ୟା, କାଠମାଣ୍ଡୁର ବିଭିନ୍ନ ତୀର୍ଥ ସ୍ଥଳ ଭ୍ରମଣ କରିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ଠାକୁର ଦର୍ଶନ କରିଥିଲେ। ଆଜି ସକାଳ ୭ଟାରେ ସାକ୍ଷୀଗୋପାଳରେ ପହଞ୍ଚି ଥିଲେ। ବସ୍‌ରୁ ଓହ୍ଲାଇ କିଛି ଯାତ୍ରୀ ଏଠାରେ ଥିବା ସାକ୍ଷୀ ଗୋପିନାଥ ଜୀଉଙ୍କୁ ଦର୍ଶନ ନିମନ୍ତେ ମନ୍ଦିରକୁ ଯାଇଥିଲେ। ଅନ୍ୟମାନେ ରୋଷେଇ ଓ ସ୍ନାନ ଆଦି କାର୍ଯ୍ୟ ସାରୁଥିଲେ। ବସ୍ ପଛପଟେ ରୋଷେଇ ଚାଲିଥିବା ବେଳେ ହଠାତ ବସ୍‌ରେ ନିଆଁ ଲାଗିଯାଇଥିବା। ବସ୍‌ ଜଳି ଉଠିବାରୁ ଯାତ୍ରୀମାନେ ସେମାନଙ୍କ ଜିନିଷପତ୍ର ଉଦ୍ଧାର କରିପାରି ନ ଥିଲେ।

ବସ୍‌ ଡ୍ରାଇଭରଙ୍କ କହିବା କଥା, ବସ୍‌ ପଛପଟେ ସଟ୍‌ସର୍କିଟ ହେବାରୁ ଏହି ଅଗ୍ନିକାଣ୍ଡ ହୋଇଛି। ବସ୍‌କୁ ପାର୍କିଂ କରି ସେ ବସ୍‌ ସିଟ୍‌ ଉପରେ ଶୋଇ ଯାଇଥିବା ବେଳେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ତତ୍‌କ୍ଷଣାତ୍‌ ବସ୍‌ରୁ ଓହ୍ଲାଇ ଯାଇଥିଲେ। ହେଲେ ବସ୍‌ରେ ଥିବା ଜିନିଷ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story