କୋଣାର୍କ ମନ୍ଦିର ବୁଲିବାକୁ ଆସି ପର୍ଯ୍ୟଟକ ହଟହଟା

କୋଣାର୍କ(ସଞ୍ଜୟ ପତି):କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅବ୍ୟବସ୍ଥା। ହଟହଟା ହେଲେ ପର୍ଯ୍ୟଟକ।  ଟିକେଟ୍ କାଉଣ୍ଟରରେ ପର୍ଯ୍ୟାପ୍ତ ଟୋକନ ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ। ହେଲେ କାଉଣ୍ଟରରେ ମାତ୍ର ହଜାରେ ଟୋକନ୍ ଥିବାରୁ ଗୋଟିଏ ସମୟରେ ହଜାରେ ପର୍ଯ୍ୟଟକଙ୍କୁ ଭିତରକୁ ଯିବା ପରେ ଅନ୍ୟମାନଙ୍କୁ ଆଉ ଟିକେଟ୍ ମିଳି ନଥିଲା। ଫଳରେ କାଉଣ୍ଟର ଆଗରେ ଶହ ଶହ ପର୍ଯ୍ୟଟକ ଦୀର୍ଘ ସମୟ […]

konark

konark

Jyoshna Pradhan
  • Published: Sunday, 11 August 2019
  • Updated: 11 August 2019, 03:35 PM IST

କୋଣାର୍କ(ସଞ୍ଜୟ ପତି):କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅବ୍ୟବସ୍ଥା। ହଟହଟା ହେଲେ ପର୍ଯ୍ୟଟକ।  ଟିକେଟ୍ କାଉଣ୍ଟରରେ ପର୍ଯ୍ୟାପ୍ତ ଟୋକନ ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ।

ହେଲେ କାଉଣ୍ଟରରେ ମାତ୍ର ହଜାରେ ଟୋକନ୍ ଥିବାରୁ ଗୋଟିଏ ସମୟରେ ହଜାରେ ପର୍ଯ୍ୟଟକଙ୍କୁ ଭିତରକୁ ଯିବା ପରେ ଅନ୍ୟମାନଙ୍କୁ ଆଉ ଟିକେଟ୍ ମିଳି ନଥିଲା। ଫଳରେ କାଉଣ୍ଟର ଆଗରେ ଶହ ଶହ ପର୍ଯ୍ୟଟକ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲେ। ଏପରିକି ଟୋକନ୍ ନମିଳିବାରୁ ଅନେକ ପର୍ଯ୍ୟଟକ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ କାଉଣ୍ଟର ଆଗରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଭିତରକୁ ଯିବା ପାଇଁ ୩ ହଜାର ଟୋକନର ବ୍ୟବସ୍ଥା ଥିଲା। ହେଲେ ବିଭିନ୍ନ କାରଣରୁ ଟୋକନ୍ ସଂଖ୍ୟା କମି ଏବେ ହଜାରରେ ପହଞ୍ଚିଥିବାରୁ ରବିବାର ଏବଂ ଅନ୍ୟ ଛୁଟି ଦିନ ମାନଙ୍କରେ ନିୟମିତ ଭାବେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story