ବାଇକ୍‌କୁ ପଛରୁ ପିଟି ଦେଲା ଟ୍ରାକ୍ଟର: ୩ ମୃତ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅର୍ନ୍ତଗତ ସୋଲଗଡ଼ିଆ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଜହରି ପଧୁରିଆ, ରାଜୁ ସିମନାକିଆ ଓ ରାଜେନ୍ଦ୍ର ବିଶ୍ୱାଳ। ସେମାନଙ୍କ ଘର ପରାଶିବାଡ଼ି ଗାଁରେ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ କପ୍ତିପଦାରେ କାମସାରି ଭଜହରି, ରାଜୁ ଓ ରାଜେନ୍ଦ୍ର ଗୋଟିଏ ବାଇକ୍‌ରେ ଗାଁକୁ ଫେରୁଥିଲେ। ସୋଲଗଡ଼ିଆ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ […]

title

title

Jitendra Garnayak
  • Published: Friday, 08 March 2019
  • Updated: 08 March 2019, 09:47 AM IST

Sports

Latest News

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅର୍ନ୍ତଗତ ସୋଲଗଡ଼ିଆ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ଭଜହରି ପଧୁରିଆ, ରାଜୁ ସିମନାକିଆ ଓ ରାଜେନ୍ଦ୍ର ବିଶ୍ୱାଳ। ସେମାନଙ୍କ ଘର ପରାଶିବାଡ଼ି ଗାଁରେ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ କପ୍ତିପଦାରେ କାମସାରି ଭଜହରି, ରାଜୁ ଓ ରାଜେନ୍ଦ୍ର ଗୋଟିଏ ବାଇକ୍‌ରେ ଗାଁକୁ ଫେରୁଥିଲେ। ସୋଲଗଡ଼ିଆ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା।

deadbodiesଘଟଣାସ୍ଥଳରେ ଭଜହରି ଓ ରାଜୁଙ୍କର ମୃତ୍ୟୁ ଘଟିଥିଲା। ରାଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କପ୍ତିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story