ନବୀନଙ୍କ ପାଇଁ ଟ୍ରାଫିକ୍‌ ଅଚଳ, ହନ୍ତସନ୍ତ ହେଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ଆଜି ଏୟାରପୋର୍ଟରେ ଜମିଥିଲା ଅସମ୍ଭବ ଭିଡ଼ । ଏଥିପାଇଁ ରାଜଧାନୀର ସ୍ୱାଭାବିକ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ରେ ଫସି ରହିଥିବା ବେଳେ ଆମ୍ବୁଲାନ୍ସ ବି ଆଗକୁ ଗଡ଼ି ପାରି ନ ଥିଲା। ଫଳରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ […]

Traffic Jam

Traffic Jam

Niharika Rout
  • Published: Tuesday, 06 September 2022
  • Updated: 06 September 2022, 02:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ଆଜି ଏୟାରପୋର୍ଟରେ ଜମିଥିଲା ଅସମ୍ଭବ ଭିଡ଼ । ଏଥିପାଇଁ ରାଜଧାନୀର ସ୍ୱାଭାବିକ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ରେ ଫସି ରହିଥିବା ବେଳେ ଆମ୍ବୁଲାନ୍ସ ବି ଆଗକୁ ଗଡ଼ି ପାରି ନ ଥିଲା। ଫଳରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ଉଠୁଥିଲା, ପଡ଼ୁଥିବା ବେଳେ ଅନ୍ୟ ପଟେ ଘଣ୍ଟା, ଘଣ୍ଟା ପାଇଁ ରାଜଧାନୀ ରାଜରାସ୍ତାରେ ଚକ, ଅଖ ସବୁ ଜାମ୍‌ ହୋଇ ଯାଇଥିଲା ।

ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବାକୁ ଲୋକେ ଡହଳବିକଳ ହେଉଥିବା ବେଳେ ଆମ୍ବୁଲାନ୍ସ ବି ଗୁରୁତର ରୋଗୀଙ୍କୁ ଆଣିବାକୁ ଯିବାକୁ ବାଟ ଖୋଜୁଥିଲା। ଆଜି ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏପରି ବିକଳ ଚିତ୍ର।

https://youtu.be/3-Wip0gO5wU

ଆଜି ଭୁବନେଶ୍ୱର ଫେରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବିଜେଡି ପକ୍ଷରୁ ଗ୍ରାଣ୍ଡ ସେଲିବ୍ରେଶନର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥିନିମନ୍ତେ କମିଶନରେଟ ପୁଲିସ୍‌ ପକ୍ଷରୁ ପୂର୍ବ ପ୍ରସ୍ତୁତି ହୋଇଥିଲେ ବି ଆଜି ଯେମିତି ସବୁ ଠପ୍‌ ହୋଇ ଯାଇଥିଲା।

ଏପରିକି ରାଜଧାନୀ ପ୍ରମୁଖ ରାସ୍ତା ସବୁ ଘଣ୍ଟା ଘଣ୍ଟା ପାଇଁ ଜାମ୍‌ ହୋଇ ଯାଇଥିଲା। ଅବସ୍ଥା ଏପରି ହେଲା ଯେ, ଆମ୍ବୁଲାନ୍ସ ଗଡ଼ିବା ପାଇଁ ସବୁବେଳେ ରାସ୍ତା କ୍ଲିୟର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଆଜି ଫମ୍ପା ସାବ୍ୟସ୍ତ ହୋଇଥିଲା। ରାଜଭବନରୁ ଏଜି ଛକରେ ଏକ ଆମ୍ବୁଲାନ୍ସ ପ୍ରାୟ ୪୫ ମିନିଟ୍‌ ପାଖାପାଖି ଅଟକି ରହିଥିଲା। ଆମ୍ବୁଲାନ୍ସଟି ଜଣେ ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ସହାୟତାରେ ଆଣିବାକୁ ରବି ଟକିଜ ଛକ ଯାଉଥିବା ବେଳେ ଏଜି ଛକରେ କିନ୍ତୁ ଅଟକି ରହିଥିଲା। ପୁଲିସ୍‌ ବି ସବୁ ଦେଖି ଚୁପ୍‌ ରହିଲା। ପ୍ରାୟ ୪୫ ମିନିଟ୍‌ ପରେ ଆମ୍ବୁଲାନ୍ସଟି  ଏଜି ଛକ ପାର୍‌ କରି ରାଜମହଲ ଅଭିମୁଖେ ଯାଇଥିବା ଜଣାଯାଇଛି। ସେହିପରି ଆଉ ଏକ ୧୦୮ ଆମ୍ବୁଲାନ୍ସ ବିଧାନସଭା ସମ୍ମୁଖରେ ଦୀର୍ଘ ସମୟ ଫସି ରହିଥିବା ଜଣାଯାଇଛି।

https://youtu.be/qsoJ5F_Z1qw

ଗୋଟିଏ ପଟେ ଗ୍ରାଣ୍ଡ ସେଲିବ୍ରେଶନ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଦେଖିବାକୁ ମିଳିଛି ରାଜଧାନୀର ବିକଳ ଚିତ୍ର। ଠପ୍‌ ହୋଇ ଯାଇଛି ରାଜଧାନୀ। ଘଣ୍ଟା ଘଣ୍ଟା ଧରି ଲୋକେ ଟ୍ରାଫିକ ଜାମ୍‌ରେ ଫସି ରହିଛନ୍ତି। ଲୋକେ ଘଣ୍ଟା ଘଣ୍ଟା ଚାଲି ଚାଲି ଷ୍ଟେଶନ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ଲୋକେ ଦୌଡ଼ି ଦୌଡ଼ି ଷ୍ଟେଶନ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ପରିଚାଳନାଗତ ତ୍ରୁଟି ଯୋଗୁ ଆମେ ଦଣ୍ଡ ଭୋଗୁଛୁ ବୋଲି କହିଛନ୍ତି ସାଧାରଣ ଲୋକେ।

https://youtu.be/rlpnUGkeoiI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story