ଆଗକୁ ନିସ୍ତାର ନାହିଁ, ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ ହେବ କଡ଼ାକଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଜୋରଦାର ଧରପଗଡ଼ ସହ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜୋରିମାନା। ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ କରିବା ପାଇଁ ରାଜ୍ୟ ସରକାର କୋହଳ କରିଥିବା ତାରିଖ ଶେଷ ହେବାକୁ ମାତ୍ର ଆଉ ଅଳ୍ପ ଦିନ ବାକି ରହିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟକୁ କଡ଼ାକଡ଼ି କରାଯିବ […]

police-1

police-1

Niharika Rout
  • Published: Thursday, 27 February 2020
  • Updated: 27 February 2020, 05:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଜୋରଦାର ଧରପଗଡ଼ ସହ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜୋରିମାନା। ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ କରିବା ପାଇଁ ରାଜ୍ୟ ସରକାର କୋହଳ କରିଥିବା ତାରିଖ ଶେଷ ହେବାକୁ ମାତ୍ର ଆଉ ଅଳ୍ପ ଦିନ ବାକି ରହିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟକୁ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଲୋକ ସେମାନଙ୍କର ଗାଡ଼ି ସମ୍ପର୍କିତ କାଗଜପତ୍ର କରି ସାରିଲେଣି। ପୂର୍ବଭଳି ଆଉ ଆର୍ଟିଓ ଅଫିସ ଆଗରେ ଭିଡ଼ ହେଉନାହିଁ। ତେଣୁ ମାର୍ଚ୍ଚ ୧ରୁ ଆଇନ୍କୁ କଡ଼ାକଡ଼ି ଭାବେ ପୁଣି ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି। ମାର୍ଚ୍ଚ ପହିଲାରୁ ମୋଟା ଅଙ୍କର ଜରିମାନ ସାଙ୍ଗକୁ ଏଥିପାଇଁ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ ହୋଇପାରେ।

ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଏହି ଜୋରିମାନା ଦେବାକୁ ପଡିବ। ତେବେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବେ। ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ, ତୃତୀୟ ଥର ଧରାପଡ଼ିଲେ ୫ ଶହ ଏବଂ ଚତୁର୍ଥ ଥର ୧୫ ଶହ ଟଙ୍କା ଜୋରିମାନା ଦେବେ। ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶ ନମାନିଲେ ୫ ଶହରୁ ୨ ହଜାର ଯାଏ ଜରିମାନା ହେବ। ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର, ମୋବାଇଲ ଫୋନ୍ରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର, କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ ।
ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ଯାଉଥିଲେ ୧ ହଜାର, ଗାଡ଼ି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story