ଭୁବନେଶ୍ୱର: ଜମି ଜବରଦଖଲ ଅଭିଯୋଗ ନେଇ ଭୁବନେଶ୍ୱର ଉପକଣ୍ଠ ତ୍ରାହିଅଚ୍ୟୁତ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଥିଲା। କାହିଁକି ଜବରଦଖଲ ଜମି ଉଚ୍ଛେଦ କରାନଯିବ ସେଥିଲାଗି ବାଲିଅନ୍ତା ତହସିଲଦାର ନୋଟିସ ଜାରି କରିଛନ୍ତି।। ଆଜି ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଆଶ୍ରମ ପରିସରରେ ଥିବା କିଛି ଜମିର କିସମ ପରିବର୍ତ୍ତନ କରାନଯାଇ ଘରବାଡି ନିର୍ମାଣ କରାଯାଇଥିବାରୁ ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ସରକାରୀ ଜମିରେ ଜନହିତକାର କାର୍ଯ୍ୟ କରାଯାଇଥିବା ଆଶ୍ରମ ପକ୍ଷରୁ କୁହାଯାଇଛି। ତେବେ ଗାଁର କୌଣସି ବ୍ୟକ୍ତିଙ୍କ ଜମିକୁ ଜୋର ଜବରଦସ୍ତ ଅକ୍ତିଆର ଅଭିଯୋଗକୁ ଆଶ୍ରମ ପକ୍ଷରୁ ଖଣ୍ଡନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Accident
ଟ୍ରାକ୍ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ।
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।