ତ୍ରାହିଅଚ୍ୟୁତ ଆଶ୍ରମ ଜମି ଜବରଦଖଲ ମାମଲା: ଆଜି ଜବାବ ରଖିବେ ଆଶ୍ରମ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଜମି ଜବରଦଖଲ ଅଭିଯୋଗ ନେଇ ଭୁବନେଶ୍ୱର ଉପକଣ୍ଠ ତ୍ରାହିଅଚ୍ୟୁତ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଥିଲା। କାହିଁକି ଜବରଦଖଲ ଜମି ଉଚ୍ଛେଦ କରାନଯିବ ସେଥିଲାଗି ବାଲିଅନ୍ତା ତହସିଲଦାର ନୋଟିସ ଜାରି କରିଛନ୍ତି।। ଆଜି ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଆଶ୍ରମ ପରିସରରେ ଥିବା କିଛି ଜମିର କିସମ ପରିବର୍ତ୍ତନ କରାନଯାଇ ଘରବାଡି ନିର୍ମାଣ କରାଯାଇଥିବାରୁ ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ସରକାରୀ ଜମିରେ ଜନହିତକାର କାର୍ଯ୍ୟ କରାଯାଇଥିବା ଆଶ୍ରମ ପକ୍ଷରୁ […]

traheeachyuta

traheeachyuta

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 08:28 AM IST

Sports

Latest News

ଭୁବନେଶ୍ୱର: ଜମି ଜବରଦଖଲ ଅଭିଯୋଗ ନେଇ ଭୁବନେଶ୍ୱର ଉପକଣ୍ଠ ତ୍ରାହିଅଚ୍ୟୁତ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଥିଲା। କାହିଁକି ଜବରଦଖଲ ଜମି ଉଚ୍ଛେଦ କରାନଯିବ ସେଥିଲାଗି ବାଲିଅନ୍ତା ତହସିଲଦାର ନୋଟିସ ଜାରି କରିଛନ୍ତି।। ଆଜି ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଆଶ୍ରମ ପରିସରରେ ଥିବା କିଛି ଜମିର କିସମ ପରିବର୍ତ୍ତନ କରାନଯାଇ ଘରବାଡି ନିର୍ମାଣ କରାଯାଇଥିବାରୁ ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ସରକାରୀ ଜମିରେ ଜନହିତକାର କାର୍ଯ୍ୟ କରାଯାଇଥିବା ଆଶ୍ରମ ପକ୍ଷରୁ କୁହାଯାଇଛି। ତେବେ ଗାଁର କୌଣସି ବ୍ୟକ୍ତିଙ୍କ ଜମିକୁ ଜୋର ଜବରଦସ୍ତ ଅକ୍ତିଆର ଅଭିଯୋଗକୁ ଆଶ୍ରମ ପକ୍ଷରୁ ଖଣ୍ଡନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story