ପୁରୀ ପାଇଁ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଶ୍ରେକ୍ଷେତ୍ରରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମଗ୍ର ପୁରୀକୁ ସଟହାଉନ୍ କରିଛନ୍ତି ରାଜ୍ୟ ସରକାର। ଏଥିସହ ପୁରୀକୁ  ପାସେଞ୍ଜର ଟ୍ରେନ ଓ ବସ୍ ବନ୍ଦ କଲେ ରାଜ୍ୟ ସରକାର। ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ଟ୍ରେନ୍, ବସ୍ ବନ୍ଦ କରାଯାଇଛି। ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ବନ୍ଦ ରହିବ। ଟ୍ରେନ, ବସ ବନ୍ଦ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମଗ୍ର […]

980

980

Tapas Behera
  • Published: Monday, 22 June 2020
  • Updated: 22 June 2020, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଶ୍ରେକ୍ଷେତ୍ରରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମଗ୍ର ପୁରୀକୁ ସଟହାଉନ୍ କରିଛନ୍ତି ରାଜ୍ୟ ସରକାର। ଏଥିସହ ପୁରୀକୁ  ପାସେଞ୍ଜର ଟ୍ରେନ ଓ ବସ୍ ବନ୍ଦ କଲେ ରାଜ୍ୟ ସରକାର। ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ଟ୍ରେନ୍, ବସ୍ ବନ୍ଦ କରାଯାଇଛି। ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ବନ୍ଦ ରହିବ। ଟ୍ରେନ, ବସ ବନ୍ଦ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲା ଶଟ୍‌ଡାଉନ୍‌ ହେବ। ଶଟ୍‌ଡାଉନ୍‌ କର୍ଫ୍ୟୁ ଭଳି ରହିବ। ଆଜି ରାତି ୯ରୁ ବୁଧବାର ଦିନ ୨ଟା ଯାଏ ଶଟ୍‌ଡାଉନ ବଳବତ୍ତର ରହିବ। ଶଟଡାଉନ ସମୟରେ ବାହାର ଲୋକ ପୁରୀକୁ ଯାଇପାରିବେ ନାହିଁ। ଏପରିକି ପୁରୀ ଜିଲ୍ଲା ଲୋକଙ୍କୁ ବଡ ଦାଣ୍ଡକୁ ଯିବାକୁ ଅନୁମତି ତିଆଯିବନି।  ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ।

ସେ କହିଛନ୍ତି-“ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହା ଆମ ପାଇଁ ଚ୍ୟାଲେଞ୍ଜ ରହିବ।”

ମହାମାରୀ ‘କରୋନା’ ପାଇଁ ରଥଯାତ୍ରାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସ୍ନାନ ଯାତ୍ରା ହୋଇଥିଲା। ଏପରିକି ବିଳମ୍ୱରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ରଥଯାତ୍ରା ହେବା ଆଶା କରାଯାଉଥିଲା।

ତେବେ ରଥଯାତ୍ରାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡେ ବିଚାର କରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଥିଲେ।  ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story