ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ଟ୍ରେନ୍

ବ୍ରହ୍ମପୁର(ଓଡ଼ି ରିପୋର୍ଟର): କୋଭିଡ୍ କଟକଣା ସମୟରେ ବ୍ରହ୍ମପୁର ଷ୍ଟେସନ୍‌ରେ ଟ୍ରେନ୍ ରହଣି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଛନ୍ତି ରାଜ୍ୟ ସରକାର। ଫଳରେ ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ରହିବ ଟ୍ରେନ୍ ।  ଏନେଇ ଇଷ୍ଟକୋଷ୍ଟ ରେଲୱେକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଅନ୍‌ଲକ୍‌ ପରିସ୍ଥିତିରେ ଟ୍ରେନ ରହଣି ବନ୍ଦ କରିବା ଉଚିତ୍ ହେବନି ବୋଲି ସରକାର କହିଛନ୍ତି । ତେଣୁ ଏଣିକି ଭୁବନେଶ୍ୱର ଏବଂ   ଆନ୍ଧ୍ରରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁରରେ ରହିବ […]

train

train

Niharika Rout
  • Published: Saturday, 26 September 2020
  • Updated: 26 September 2020, 08:40 AM IST

ବ୍ରହ୍ମପୁର(ଓଡ଼ି ରିପୋର୍ଟର): କୋଭିଡ୍ କଟକଣା ସମୟରେ ବ୍ରହ୍ମପୁର ଷ୍ଟେସନ୍‌ରେ ଟ୍ରେନ୍ ରହଣି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଛନ୍ତି ରାଜ୍ୟ ସରକାର। ଫଳରେ ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ରହିବ ଟ୍ରେନ୍ ।  ଏନେଇ ଇଷ୍ଟକୋଷ୍ଟ ରେଲୱେକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଅନ୍‌ଲକ୍‌ ପରିସ୍ଥିତିରେ ଟ୍ରେନ ରହଣି ବନ୍ଦ କରିବା ଉଚିତ୍ ହେବନି ବୋଲି ସରକାର କହିଛନ୍ତି ।

ତେଣୁ ଏଣିକି ଭୁବନେଶ୍ୱର ଏବଂ   ଆନ୍ଧ୍ରରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁରରେ ରହିବ ।  ସେହିପରି ଜିଲ୍ଲାର ଅନ୍ୟ ଷ୍ଟେସନ୍‌ରେ ବି ଟ୍ରେନ୍ ଅଟକିବା ନେଇ ବ୍ୟବସ୍ଥା ହେବ ।  ତେବେ କେଉଁ କେଉଁ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ଅଟକିବ ସେ ନେଇ ରେଲୱେ  ପକ୍ଷରୁ ସୂଚନା ଏବେ ଜାରି କରାଯାଇନି।

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଟ୍ରେନ୍ ରହଣୀ ଉପରେ ପ୍ରତିବନ୍ଧକ  ଲଗାଯାଇଥିଲା। ।  ହେଲେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପୁଣି ଥରେ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story