୪୯ ନମ୍ବର ‘କରୋନା’ ଆକ୍ରାନ୍ତ ମହିଳାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪୯ ନମ୍ବର ‘କରୋନା’ ଆକ୍ରାନ୍ତ ମହିଳାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏ ଘରେ ରହିଥିଲେ। ଏପ୍ରିଲ ୪ ତାରିଖରେ ମଧୁସୂଦନ ନଗର ଘରୁ ରେଡକ୍ରସ୍‌ ଭବନ ଅଞ୍ଚଳକୁ ଯାଇଥିଲେ। ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ ଯାଇଥିଲେ। ମହିଳା ଜଣକ ଜଣେ ‘କରୋନା’ରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ […]

Corona

Corona

Manoranjan Sial
  • Published: Saturday, 11 April 2020
  • Updated: 11 April 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪୯ ନମ୍ବର ‘କରୋନା’ ଆକ୍ରାନ୍ତ ମହିଳାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏ ଘରେ ରହିଥିଲେ। ଏପ୍ରିଲ ୪ ତାରିଖରେ ମଧୁସୂଦନ ନଗର ଘରୁ ରେଡକ୍ରସ୍‌ ଭବନ ଅଞ୍ଚଳକୁ ଯାଇଥିଲେ। ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ ଯାଇଥିଲେ। ମହିଳା ଜଣକ ଜଣେ ‘କରୋନା’ରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଏପ୍ରିଲ ୭ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ। ଗତକାଲି ଆସିଥିବା ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ଆଜି ତାଙ୍କୁ କିମ୍ସ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୭ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଆଇସୋଲେସନ୍‌ରେ ଥିବା ୩୭ ଜଣଙ୍କ ଭିତରୁ ୩୫ ଜଣଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ। ସେମାନଙ୍କ ପାଖରେ କାଶ, ଥଣ୍ଡା, ଜ୍ୱର ଆଦିର ଲକ୍ଷଣ ନାହିଁ। ତେଣୁ ସେମାନଙ୍କୁ ହସ୍ପିଟାଲ୍‌ କେୟାର ଦରକାର ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story