ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଅଜଧ୍ୟା ଥାନା ଅନ୍ତର୍ଗତ ତେନ୍ତୁଳାପଡ଼ା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁଲା ପାତ୍ର। ତାଙ୍କ ଘର ଗୋପାଳପୁର ଅଞ୍ଚଳରେ। ଟ୍ରକ୍‌ଟିକୁ ଲୋକ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ବାବୁଲା ଇଟାଭାଟିକୁ କାମ କରିବାକୁ ଯାଉଥିବା ବେଳେ ଟ୍ରକ୍‌ଟି ଧକ୍କା ଦେଇଥିଲା।

kkk

Jitendra Garnayak
  • Published: Wednesday, 03 October 2018
  • , Updated: 03 October 2018, 10:44 AM IST

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଅଜଧ୍ୟା ଥାନା ଅନ୍ତର୍ଗତ ତେନ୍ତୁଳାପଡ଼ା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁଲା ପାତ୍ର। ତାଙ୍କ ଘର ଗୋପାଳପୁର ଅଞ୍ଚଳରେ।

ଟ୍ରକ୍‌ଟିକୁ ଲୋକ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ବାବୁଲା ଇଟାଭାଟିକୁ କାମ କରିବାକୁ ଯାଉଥିବା ବେଳେ ଟ୍ରକ୍‌ଟି ଧକ୍କା ଦେଇଥିଲା।

Related story