ହ୍ୱାଟସ୍ ଆପ୍ ଡିପିରେ ବ୍ରହ୍ମପୁର କମିଶନରଙ୍କ ଫଟୋ, ଯନ୍ତ୍ରୀଙ୍କୁ ଠକେଇ ଉଦ୍ୟମ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗରର ଦୁଇ ଯନ୍ତ୍ରୀଙ୍କୁ ଠକେଇ ଉଦ୍ୟମ ଅଭିଯୋଗ। ବ୍ରହ୍ମପୁର ମହାନଗର ନିଗମର ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍‌ଜ୍ୟୁକେଟିଭ ଇଂଜିନିୟରଙ୍କୁ ଠକେଇ ଉଦ୍ୟମର ଶିକାର ହୋଇଛନ୍ତି। ଏ ନେଇ ଉଭୟ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହ୍ୱାଟସ୍ ଆପ୍ ଡିପିରେ ବ୍ରହ୍ମପୁର କମିଶନର ଜେ ସୋନାଲଙ୍କ ଫଟୋ ରଖି ସାଇବର ଠକ୍ ଉଭୟଙ୍କୁ ଆମାଜନ୍ ଭାଉଚର କିଣିବା ପାଇଁ କହିଥିଲେ। ଉଭୟ ଅଧିକାରୀ ପ୍ରଥମେ ଜାଣି ନପାରି କିଛି ସମୟ କଥା […]

Whats-app

Whats-app

Niranjan Mishra
  • Published: Saturday, 23 July 2022
  • Updated: 23 July 2022, 10:34 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗରର ଦୁଇ ଯନ୍ତ୍ରୀଙ୍କୁ ଠକେଇ ଉଦ୍ୟମ ଅଭିଯୋଗ। ବ୍ରହ୍ମପୁର ମହାନଗର ନିଗମର ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍‌ଜ୍ୟୁକେଟିଭ ଇଂଜିନିୟରଙ୍କୁ ଠକେଇ ଉଦ୍ୟମର ଶିକାର ହୋଇଛନ୍ତି। ଏ ନେଇ ଉଭୟ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ହ୍ୱାଟସ୍ ଆପ୍ ଡିପିରେ ବ୍ରହ୍ମପୁର କମିଶନର ଜେ ସୋନାଲଙ୍କ ଫଟୋ ରଖି ସାଇବର ଠକ୍ ଉଭୟଙ୍କୁ ଆମାଜନ୍ ଭାଉଚର କିଣିବା ପାଇଁ କହିଥିଲେ। ଉଭୟ ଅଧିକାରୀ ପ୍ରଥମେ ଜାଣି ନପାରି କିଛି ସମୟ କଥା ହୋଇଥିଲେ। ମାତ୍ର ପରେ ଠକେଇ ପାଇଁ ଉଦ୍ୟମ ହେଉଥିବା ଜାଣିବାକୁ ପାଇବା ପରେ ଉଭୟ ଅଧିକାରୀ କମିଶନରଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଘଟଣାର ସତ୍ୟତା ଜାଣିବାକୁ ପାଇଥିଲେ।

ପୂର୍ବରୁ ମଧ୍ୟ ଗଂଜାମ ଜିଲାପାଳଙ୍କ ଫଟୋ ବ୍ୟବହାର କରି ସାଇବର ଲୁଟେରା ଠକେଇ ପାଇଁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story