ସୁସ୍ଥ ହେଲେ ୧୨୫୫ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫୫ କରୋନା ଆକ୍ରାନ୍ତ। ଗଂଜାମରୁ ସର୍ବାଧିକ ୪୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭ ସୁସ୍ଥ ହୋଇଛନ୍ତି। ପୁରୀ ୭୫, ମୟୂରଭଂଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯ ସୁସ୍ଥ ହୋଇଛନ୍ତି। କନ୍ଧମାଳରୁ ୨୮ ଏବଂ ବାଲେଶ୍ୱରରୁ ୨୭ ଜଣ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

corona

corona

Tapas Behera
  • Published: Wednesday, 05 August 2020
  • Updated: 05 August 2020, 05:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫୫ କରୋନା ଆକ୍ରାନ୍ତ। ଗଂଜାମରୁ ସର୍ବାଧିକ ୪୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭ ସୁସ୍ଥ ହୋଇଛନ୍ତି। ପୁରୀ ୭୫, ମୟୂରଭଂଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯ ସୁସ୍ଥ ହୋଇଛନ୍ତି। କନ୍ଧମାଳରୁ ୨୮ ଏବଂ ବାଲେଶ୍ୱରରୁ ୨୭ ଜଣ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos