ଦୁଷ୍କର୍ମ ପୀଡ଼ିତା ଜୀବନ ହାରିବା ପରେ ପୋଲିସର ଚେତା ପଶିଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ସୁଆଁପଡ଼ିଆରେ ଦୁଷ୍ମର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।  ମୁଖ୍ୟ ଅଭିଯୁକ୍ତ ନିମାଇ ପଲେଇକୁ ଗିରଫ କରିଛି ବାଣପୁର ପୋଲିସ। ନିମାଇଙ୍କ ଭାଇ କେଦାର ପଲେଇ ମଧ୍ୟ ଗିରଫ ହୋଇଛି। ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ଗାଁରେ ଘଟଣାର ବିଚାର ପରେ ଥାନାରେ ପୀଡ଼ିତାଙ୍କ ପରିବାର ଏତଲା ଦେଇଥିଲେ। ହେଲେ୨୨ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅପମାନ, ଲଜ୍ଜା […]

accused copy

accused copy

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 11:28 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ସୁଆଁପଡ଼ିଆରେ ଦୁଷ୍ମର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।  ମୁଖ୍ୟ ଅଭିଯୁକ୍ତ ନିମାଇ ପଲେଇକୁ ଗିରଫ କରିଛି ବାଣପୁର ପୋଲିସ। ନିମାଇଙ୍କ ଭାଇ କେଦାର ପଲେଇ ମଧ୍ୟ ଗିରଫ ହୋଇଛି। ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ଗାଁରେ ଘଟଣାର ବିଚାର ପରେ ଥାନାରେ ପୀଡ଼ିତାଙ୍କ ପରିବାର ଏତଲା ଦେଇଥିଲେ। ହେଲେ୨୨ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅପମାନ, ଲଜ୍ଜା ଓ ନିନ୍ଦାରେ ବିଷ ପିଇ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ପୋଲିସ୍‌ର ନିଷ୍କ୍ରିୟତାକୁ ଦାୟୀ କରି  ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ମୃତଦେହ ଧରି ଲୋକେ ବାଣପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story