କୂଅରେ ପଡ଼ିଗଲା ଭାଲୁ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ବେମାସାହି ଗାଁରେ ଆଜି ସକାଳେ ଏକ ଭାଲୁ କୂଅ ଭିତରେ ପଡ଼ିଯାଇଥିଲା। ଏନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଭାଲୁଟିକୁ ଉଦ୍ଧାର କରିଥିଲେ। ତା’ପରେ ଭାଲୁଟିକୁ କୁଲଡ଼ିହା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଖାଦ୍ୟ ଅନ୍ୱେଷଣରେ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିଲା ବୋଲି କୁହାଯାଉଛି। ଭାଲୁକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା। ଗତ ୧୯ […]

bear

bear

Jitendra Garnayak
  • Published: Sunday, 03 March 2019
  • Updated: 03 March 2019, 11:57 AM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ବେମାସାହି ଗାଁରେ ଆଜି ସକାଳେ ଏକ ଭାଲୁ କୂଅ ଭିତରେ ପଡ଼ିଯାଇଥିଲା।

ଏନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଭାଲୁଟିକୁ ଉଦ୍ଧାର କରିଥିଲେ। ତା’ପରେ ଭାଲୁଟିକୁ କୁଲଡ଼ିହା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

bearଖାଦ୍ୟ ଅନ୍ୱେଷଣରେ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିଲା ବୋଲି କୁହାଯାଉଛି। ଭାଲୁକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା।

ଗତ ୧୯ ତାରିଖରେ ଏହି ଗାଁ ନିକଟ ଘାଗରା ନଈ କୂଳରୁ ଦୁଇଟି ଭାଲୁର ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos