ଡଙ୍ଗା ଭସାଇବାକୁ ଯାଇ ଭାସିଗଲେ ଦୁଇ ନାବାଳକ !

ଜଳେଶ୍ୱର (ଅଜିତ କୁମାର ଦାସ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡଙ୍ଗା ଭସାଇବା ପାଇଁ ଯାଇ ଦୁଇ ଜଣ ନାବାଳକ ନଦୀରେ ଭାସି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି। ସୁବର୍ଣ୍ଣରେଖାର ବେଲିଦାରୁଗୁଡ଼ି ଘାଟକୁ କୁଟସାହି ଗୋବର୍ଦ୍ଧନପୁର ଗାଁର ସମଲ ନାଥ(୧୨) ଓ ପଙ୍କଜ ନାଥ(୧୩) ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସାଇବା ପରେ ସେମାନେ ସେଠାରେ ଖେଳୁଥିଲେ। ମାତ୍ର ଘରକୁ ଫେରିନଥିଲେ। ସମଲ ଓ ପଙ୍କଜ ଘରକୁ ନଫେରିବାରୁ ପରିବାର […]

jaleswar

jaleswar

Manoranjan Sial
  • Published: Friday, 23 November 2018
  • Updated: 23 November 2018, 06:14 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡଙ୍ଗା ଭସାଇବା ପାଇଁ ଯାଇ ଦୁଇ ଜଣ ନାବାଳକ ନଦୀରେ ଭାସି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି।

ସୁବର୍ଣ୍ଣରେଖାର ବେଲିଦାରୁଗୁଡ଼ି ଘାଟକୁ କୁଟସାହି ଗୋବର୍ଦ୍ଧନପୁର ଗାଁର ସମଲ ନାଥ(୧୨) ଓ ପଙ୍କଜ ନାଥ(୧୩) ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସାଇବା ପରେ ସେମାନେ ସେଠାରେ ଖେଳୁଥିଲେ। ମାତ୍ର ଘରକୁ ଫେରିନଥିଲେ। ସମଲ ଓ ପଙ୍କଜ ଘରକୁ ନଫେରିବାରୁ ପରିବାର ଲୋକେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ସୁବର୍ଣ୍ଣରେଖା ନଦୀରେ ସେମାନେ ଭାସି ଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ବାଳକଙ୍କ ପତ୍ତା ପାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story