ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ସମ୍ମୁଖରେ ଟ୍ରକ୍‌ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଶାନ୍ତନୁ ଭାଇସା (୪୫) ଓ ଜଗନ୍ନାଥ ଭାଇସା (୪୨)। ସେମାନଙ୍କ ଘର ଝାରସୁଗୁଡା ଜିଲ୍ଲାର ତୁମେଇକେଲାରେ। ସୂଚନା ଅନୁଯାୟୀ, ଆଜି ସକାଳେ ଶାନ୍ତନୁ ଓ ଜଗନ୍ନାଥ ଏକ ବାଇକ୍‌ରେ ତୁମେଇକେଲାରୁ ବଡ଼ମାଲକୁ ଯାଉଥିଲେ। ଏହି ସମୟରେ ବଡ଼ମାଲ ଥାନା ସମ୍ମୁଖରେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାନ୍ତୁନଙ୍କର ମୃତ୍ୟୁ […]

roadacciden00

roadacciden00

Tapaswini Nayak
  • Published: Friday, 25 October 2019
  • Updated: 25 October 2019, 01:21 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ସମ୍ମୁଖରେ ଟ୍ରକ୍‌ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଶାନ୍ତନୁ ଭାଇସା (୪୫) ଓ ଜଗନ୍ନାଥ ଭାଇସା (୪୨)। ସେମାନଙ୍କ ଘର ଝାରସୁଗୁଡା ଜିଲ୍ଲାର ତୁମେଇକେଲାରେ।

ସୂଚନା ଅନୁଯାୟୀ, ଆଜି ସକାଳେ ଶାନ୍ତନୁ ଓ ଜଗନ୍ନାଥ ଏକ ବାଇକ୍‌ରେ ତୁମେଇକେଲାରୁ ବଡ଼ମାଲକୁ ଯାଉଥିଲେ। ଏହି ସମୟରେ ବଡ଼ମାଲ ଥାନା ସମ୍ମୁଖରେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାନ୍ତୁନଙ୍କର ମୃତ୍ୟୁ ଘଟିଥିଲା। ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ହସ୍‌ପିଟାଲକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପୁଲିସ୍ ଟ୍ରକ୍‌କୁ ଜବତ କରିବା ସହିତ ଉଭୟ ଡ୍ରାଇଭର୍ ଓ ହେଲ୍‌ପର୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story