ଦୁଇଟି ବସ୍ ଜଳିଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଟି ବସ୍‌ ଜଳି ଯାଇଛି। ଭୁବନେଶ୍ୱରରେ ଘଟିଛି ଏ ଘଟଣା। ଆଜି ସକାଳେ ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏହି ବସ୍ ଦୁଇଟି ଜଳି ଯାଇଛି। ବସ୍‌ ଦୁଇଟି ପୁରୁଣା ହୋଇଯାଇଥିଲା ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିଥିଲା। ବସ୍‌ରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନି। ତେବେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇଥିବା କୁହାଯାଉଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

bus1

Jitendra Garnayak
  • Published: Saturday, 03 November 2018
  • , Updated: 03 November 2018, 11:52 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଟି ବସ୍‌ ଜଳି ଯାଇଛି। ଭୁବନେଶ୍ୱରରେ ଘଟିଛି ଏ ଘଟଣା।

ଆଜି ସକାଳେ ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏହି ବସ୍ ଦୁଇଟି ଜଳି ଯାଇଛି।

ବସ୍‌ ଦୁଇଟି ପୁରୁଣା ହୋଇଯାଇଥିଲା ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିଥିଲା।

ବସ୍‌ରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନି। ତେବେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇଥିବା କୁହାଯାଉଛି।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

Related story