ସ୍କୁଲ ଯିବାକୁ ରାସ୍ତା ପାର୍‌ ହେଉଥିଲେ, ମାଡ଼ିଗଲା ଟ୍ରକ୍‌; ଦୁଇ ଶିଶୁ ମୃତ

<p>ବରଗଡ଼(ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିଲେ ଦୁଇ ସାଙ୍ଗ। ହଠାତ୍&zwnj; ଯମଦୂତ ହୋଇ ମାଡ଼ି ଆସିଲା ଏକ ଟ୍ରକ୍&zwnj;। ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଗଲା। ମୃତ ଶିଶୁଙ୍କ ବୟସ ୫ରୁ ୬ବର୍ଷ ହେବ। ଏହାକୁ ନେଇ ବରଗଡ଼ ଜିଲ୍ଲା ସୋହେଲା ଲୋହରାଚଟିଠାରେ ଉତ୍ତେଜନା ପ୍ରକାଶ ପାଇଛି।</p> <p>ଆଜି ସକାଳେ ଶିଶୁ ଦୁଇ ଜଣ ସ୍କୁଲ ଯିବା ପାଇଁ ୫୩ ନମ୍ବର ଜାତୀୟ ରାଜପଥର ପାର୍&zwnj; ହେଉଥିଲେ। ଏହି ସମୟରେ ଦୃତଗତିରେ ଆସୁଥିବା ଏକ ଟ୍ରକ୍&zwnj; ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋହେଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଏବେ ମଧ୍ୟ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପରିବାରକୁ କ୍ଷତିପୂରଣ ଓ ରାସ୍ତାରେ ହମ୍ପ୍ସ ନିର୍ମାଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ରାସ୍ତା ରୋକ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଚାଲିଛି।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 10:01 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିଲେ ଦୁଇ ସାଙ୍ଗ। ହଠାତ୍&zwnj; ଯମଦୂତ ହୋଇ ମାଡ଼ି ଆସିଲା ଏକ ଟ୍ରକ୍&zwnj;। ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଗଲା। ମୃତ ଶିଶୁଙ୍କ ବୟସ ୫ରୁ ୬ବର୍ଷ ହେବ। ଏହାକୁ ନେଇ ବରଗଡ଼ ଜିଲ୍ଲା ସୋହେଲା ଲୋହରାଚଟିଠାରେ ଉତ୍ତେଜନା ପ୍ରକାଶ ପାଇଛି।</p><p>ଆଜି ସକାଳେ ଶିଶୁ ଦୁଇ ଜଣ ସ୍କୁଲ ଯିବା ପାଇଁ ୫୩ ନମ୍ବର ଜାତୀୟ ରାଜପଥର ପାର୍&zwnj; ହେଉଥିଲେ। ଏହି ସମୟରେ ଦୃତଗତିରେ ଆସୁଥିବା ଏକ ଟ୍ରକ୍&zwnj; ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋହେଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଏବେ ମଧ୍ୟ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପରିବାରକୁ କ୍ଷତିପୂରଣ ଓ ରାସ୍ତାରେ ହମ୍ପ୍ସ ନିର୍ମାଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ରାସ୍ତା ରୋକ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଚାଲିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos