ଜାତୀୟ ସାହସିକତା ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଗଲେ ଦୁଇ ଓଡ଼ିଆ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାହସିକତା ପୁରସ୍କାର ପାଇବେ ଓଡ଼ିଶାର ଦୁଇ ଜଣ ଶିଶୁ। ସେମାନେ ହେଲେ ୪ ବର୍ଷର ଝିଅ ଅଶାନ୍ତି ଦଳାଇ ଓ ୧୪ ବର୍ଷର ପୁଅ ପଙ୍କଜ ମହାନ୍ତ। ଆସନ୍ତା ୨୪ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ଅନ୍ୟ ପିଲାଙ୍କ ସହିତ ଏହି ଦୁଇ ସାହସୀ ପିଲାଙ୍କୁ ପୁରସ୍କାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ଦିଲ୍ଲୀ ଯାଇଛନ୍ତି କେନ୍ଦ୍ରାପଡ଼ାର ଅଶାନ୍ତି ଦଳେଇ ଓ କେନ୍ଦୁଝରର ପଙ୍କଜ ମହାନ୍ତ।
ଅଶାନ୍ତି ଦଳେଇ କହିଛନ୍ତି-“ମୋ ଭଉଣୀ ନଦୀକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ଏକ କୁମ୍ଭୀର ତା’ ହାତକୁ କାମୁଡ଼ି ପକାଇଥିଲା। ଚିତ୍କାର ଶୁଣି ମୁଁ ତାର ହାତ ଧରି ସମସ୍ତଙ୍କୁ ଡାକି ପକାଇଲି। ମୋ ପାଟି ଶୁଣି ଗାଁ ଲୋକେ ବାହାରି ଆସିବାରୁ ସେ ବଞ୍ଚି ଯାଇଥିଲା।”
ସେହିପରି କେନ୍ଦୁଝର ଜିଲ୍ଲା ଢିପସାହିର ୩ ଜଣ ମହିଳା ବୈତରଣୀରେ ବୁଡ଼ି ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିଥିଲେ ପଙ୍କଜ ମହାନ୍ତ।
ସାହସୀ ବାଳକ ପଙ୍କଜ ମହାନ୍ତ କହିଛନ୍ତି-“ନଦୀରେ ଗାଧୋଇବା ବେଳେ ଜଣେ ମହିଳାଙ୍କ ଗୋଡ଼ ବାଲିରେ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଜଣ ମହିଳା ମଧ୍ୟ ପାଣିରେ ବୁଡ଼ି ଯାଉଥିଲେ। ଏହି ସମୟରେ ମୁଁ ପାଣିକୁ ଡେଇଁ ଜଣେ ପରେ ଜଣକୁ କୂଳକୁ ଆସିଥିଲି।”
https://youtu.be/UZmRqkUMRHg
Ordigital Desk
• Published: Thursday, 18 January 2018
• Updated: 18 January 2018, 10:53 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos