ବସ୍-ବାଇକ୍‌ ଧକ୍କା; ୨ ମୃତ

ନୟାଗଡ଼ (ସତ୍ୟ ନାରାୟଣ ସୁରଜଗଦେବ): ବସ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶରିଗଣ୍ଡାରେ। ମୃତ ଦୁଇ ବାଇକ୍‌ ଆରୋହୀ ହେଲେ- ବିଶ୍ୱଜିତ୍ ପ୍ରଧାନ ଓ କୃଷ୍ଣ ନାୟକ। ବିଶ୍ୱଜିତ୍‌ଙ୍କ ଘର ବୌଦ୍ଧ ଥାନା ଅନ୍ତର୍ଗତ କୁଟିବାରୀ ଗାଁରେ। ସେହିପରି କୃଷ୍ଣଙ୍କ ଘର ଜୟପାଟଣା ଥାନା ଅନ୍ତର୍ଗତ ବାନେରୀ ଗାଁରେ। ଶରିଗଣ୍ଡା ପେଟ୍ରୋଲ୍ ପମ୍ପ ନିକଟରେ ଏହି ଦୁର୍ଘଟଣା […]

bike

bike

Jitendra Garnayak
  • Published: Wednesday, 13 March 2019
  • Updated: 13 March 2019, 01:51 PM IST

Sports

Latest News

ନୟାଗଡ଼ (ସତ୍ୟ ନାରାୟଣ ସୁରଜଗଦେବ): ବସ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶରିଗଣ୍ଡାରେ।

dead1ମୃତ ଦୁଇ ବାଇକ୍‌ ଆରୋହୀ ହେଲେ- ବିଶ୍ୱଜିତ୍ ପ୍ରଧାନ ଓ କୃଷ୍ଣ ନାୟକ। ବିଶ୍ୱଜିତ୍‌ଙ୍କ ଘର ବୌଦ୍ଧ ଥାନା ଅନ୍ତର୍ଗତ କୁଟିବାରୀ ଗାଁରେ। ସେହିପରି କୃଷ୍ଣଙ୍କ ଘର ଜୟପାଟଣା ଥାନା ଅନ୍ତର୍ଗତ ବାନେରୀ ଗାଁରେ।

dead2ଶରିଗଣ୍ଡା ପେଟ୍ରୋଲ୍ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ଫୁଲବାଣୀରୁ କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରେ ଆସୁଥିବା ବାଇକ୍‌କୁ ଏହା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

busଦଶପଲ୍ଲା ଥାନା ପୁଲିସ୍ ବସ୍‌ଟିକୁ ଅଟକ ରଖି ଘଟଣା ସଂପର୍କରେ ଅଧିକ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story