ଦୁଃଖଦ: ଏମିତି ଲିଭିଗଲା ୨ ଜୀବନ ଦୀପ

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ସ୍କୁଟିରେ ଦୁଇ ଜଣ ଯାଉଥିବାବେଳେ ଏକ ସିମେଣ୍ଟ ଗାଡିକୁ ଏକ କ୍ରେନ ଟାଣି ନେଉଥିବାବେଳେ  ମାଡ଼ି ଯାଇଥିଲା। ସ୍କୁଟିରେ ଜଣେ ମହିଳା ଓ ଜଣେ ପୁରୁଷ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ପୁଲିସ ଉଦ୍ଧାର […]

7nm-11

Tapas Behera
  • Published: Wednesday, 23 December 2020
  • , Updated: 23 December 2020, 05:14 PM IST

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ସ୍କୁଟିରେ ଦୁଇ ଜଣ ଯାଉଥିବାବେଳେ ଏକ ସିମେଣ୍ଟ ଗାଡିକୁ ଏକ କ୍ରେନ ଟାଣି ନେଉଥିବାବେଳେ  ମାଡ଼ି ଯାଇଥିଲା। ସ୍କୁଟିରେ ଜଣେ ମହିଳା ଓ ଜଣେ ପୁରୁଷ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ପୁଲିସ ଉଦ୍ଧାର କରିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ହେଲପର ଆହତ ହୋଇ ପୁଲିସ ହେପଜାତରେ ଅଛି । ତେବେ ମୃତ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ ।

Related story