ଦୁଇଟି ମାଈ ହାତୀଙ୍କ ଗଳିତ ମୃତଦେହ ଠାବ

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରେ ଦୁଇଟି ମାଈ ହାତୀଙ୍କ ଗଳିତ ମୃତଦେହ ଠାବ କରିଛି ବନ ବିଭାଗ। ଦୁଇ ହାତୀଙ୍କ ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଏନେଇ ବନ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ ଆରସିସିଏଫ୍ ଓ ଏସିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଆନ୍ଥ୍ରାକ୍ସ ପୀଡ଼ିତ ହୋଇ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି […]

45

45

Jitendra Garnayak
  • Published: Wednesday, 13 March 2019
  • Updated: 13 March 2019, 09:30 AM IST

Sports

Latest News

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରେ ଦୁଇଟି ମାଈ ହାତୀଙ୍କ ଗଳିତ ମୃତଦେହ ଠାବ କରିଛି ବନ ବିଭାଗ। ଦୁଇ ହାତୀଙ୍କ ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

ଏନେଇ ବନ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ ଆରସିସିଏଫ୍ ଓ ଏସିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଆନ୍ଥ୍ରାକ୍ସ ପୀଡ଼ିତ ହୋଇ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ଏସିଏଫ୍‌ ଲକ୍ଷ୍ମଣ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story