ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଠକେଇ କରି ବନ୍ଧା ହେଲେ

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା କୋକସରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋଟେଇ ଶାଖାରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦୁଇ ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ମୋଟେଇ ଶାଖା ପରିଚାଳକ ପ୍ରବୀନ ରଞ୍ଜନ ଠାକୁର ଓ କ୍ୟାଶିୟର ଲଳିତ ଶବର। ପ୍ରବୀର ବ୍ୟାଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ଆଣି ବିଭିନ୍ନ ଅକାଉଣ୍ଟକୁ ପଠାଇଥିବା ପୁଲିସ କହିଛି। କୌଣସି ଏକ କମ୍ପାନୀର ମନଲୋଭା ଅଫର୍‌ର ଶିକାର ହୋଇ ଏପରି କରିଥିବା ସେମାନେ ସ୍ୱୀକାର […]

dharmagarh

Jitendra Garnayak
  • Published: Friday, 21 December 2018
  • , Updated: 21 December 2018, 07:25 PM IST

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା କୋକସରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋଟେଇ ଶାଖାରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦୁଇ ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ମୋଟେଇ ଶାଖା ପରିଚାଳକ ପ୍ରବୀନ ରଞ୍ଜନ ଠାକୁର ଓ କ୍ୟାଶିୟର ଲଳିତ ଶବର।

ପ୍ରବୀର ବ୍ୟାଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ଆଣି ବିଭିନ୍ନ ଅକାଉଣ୍ଟକୁ ପଠାଇଥିବା ପୁଲିସ କହିଛି। କୌଣସି ଏକ କମ୍ପାନୀର ମନଲୋଭା ଅଫର୍‌ର ଶିକାର ହୋଇ ଏପରି କରିଥିବା ସେମାନେ ସ୍ୱୀକାର କରିଥିବା ପୁଲିସ୍‌ କହିଛି।

Related story