ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ୨ ଅଟକ

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କୁ ହତ୍ୟା ଘଟଣାରେ ପୋଲିସ ଆଜି ୨ ଜଣଙ୍କୁ ଅଟକ ରଖିଛି। ଏହାସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଏକ ଠେଙ୍ଗାକୁ ପୋଲିସ ଜବତ କରିଛି। ବାଲୁଗାଁ ଏସ୍&zwnj;ଡିପିଓ ଏହି ଘଟଣାର ତଦନ୍ତ କରିବେ ବୋଲି ଖୋର୍ଦ୍ଧା ଏସ୍&zwnj;ପି ଦିପ୍ତୀରଞ୍ଜନ ରାୟ ସୂଚନା ଦେଇଛନ୍ତି।</p> <p>ସୂଚନାଯୋଗ୍ୟ,ଗତକାଲି ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କୁ ହତ୍ୟା କରାଯାଇଥିଲା। ସବୁଦିନ ଭଳି କାଲି ଅଞ୍ଜଳି ସ୍କୁଲ ଛୁଟି ହେବା ପରେ ବିଲ ରାସ୍ତା ଦେଇ ବଡ଼ପୋଖରିଆକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ବିଲ ରାସ୍ତାରେ ହତ୍ୟା କରାଯାଇଥିଲା। ଏହାପରେ ପୁରୀରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। ମୃତ ଶିକ୍ଷୟିତ୍ରୀ ହରିପୁର ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଥିଲେ।&nbsp; ତାଙ୍କର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେ ବଡ଼ପୋଖରିଆରେ ଏକ ଭଡ଼ା ଘରେ ରହୁଥିଲେ।</p>

Ordigital Desk
  • Published: Friday, 05 January 2018
  • Updated: 05 January 2018, 10:45 AM IST
<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କୁ ହତ୍ୟା ଘଟଣାରେ ପୋଲିସ ଆଜି ୨ ଜଣଙ୍କୁ ଅଟକ ରଖିଛି। ଏହାସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଏକ ଠେଙ୍ଗାକୁ ପୋଲିସ ଜବତ କରିଛି। ବାଲୁଗାଁ ଏସ୍&zwnj;ଡିପିଓ ଏହି ଘଟଣାର ତଦନ୍ତ କରିବେ ବୋଲି ଖୋର୍ଦ୍ଧା ଏସ୍&zwnj;ପି ଦିପ୍ତୀରଞ୍ଜନ ରାୟ ସୂଚନା ଦେଇଛନ୍ତି।</p><p>ସୂଚନାଯୋଗ୍ୟ,ଗତକାଲି ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କୁ ହତ୍ୟା କରାଯାଇଥିଲା। ସବୁଦିନ ଭଳି କାଲି ଅଞ୍ଜଳି ସ୍କୁଲ ଛୁଟି ହେବା ପରେ ବିଲ ରାସ୍ତା ଦେଇ ବଡ଼ପୋଖରିଆକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ବିଲ ରାସ୍ତାରେ ହତ୍ୟା କରାଯାଇଥିଲା। ଏହାପରେ ପୁରୀରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। ମୃତ ଶିକ୍ଷୟିତ୍ରୀ ହରିପୁର ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଥିଲେ।&nbsp; ତାଙ୍କର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେ ବଡ଼ପୋଖରିଆରେ ଏକ ଭଡ଼ା ଘରେ ରହୁଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos