ହାଇୱା ପଛରେ ପିଟିହେଲା ଟାଟା ଏସି, ୨ ମୃତ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଥୁଆ ହୋଇଥିବା ହାଇୱା ପଛରେ ପିଟିହେଲା ଟାଟା ଏସି। ଦୁର୍ଘଟଣାରେ ଟାଟା ଏସିରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ପୂରଣ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଟାଟା ଏସିରେ ବସିଥିବା ଆକାଶ ବେହେରା ଏବଂ ସୁରେଶ ମଲ୍ଲିକ। ଟାଟା ଏସି ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ […]

tata-ac

tata-ac

Niranjan Mishra
  • Published: Saturday, 10 December 2022
  • Updated: 10 December 2022, 03:58 PM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଥୁଆ ହୋଇଥିବା ହାଇୱା ପଛରେ ପିଟିହେଲା ଟାଟା ଏସି। ଦୁର୍ଘଟଣାରେ ଟାଟା ଏସିରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ପୂରଣ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ଟାଟା ଏସିରେ ବସିଥିବା ଆକାଶ ବେହେରା ଏବଂ ସୁରେଶ ମଲ୍ଲିକ। ଟାଟା ଏସି ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ରଘୁନାଥପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳର ୩ ଜଣ ବ୍ୟକ୍ତି ଉକ୍ତ ଟାଟା ଏସିରେ ପାରାଦୀପ ଆଡ଼କୁ ଯାଉଥିଲେ। ପୂରଣ ଛକ ନିକଟ ରାସ୍ତାରେ ଠିଆ ହୋଇଥିବା ହାଇୱା ପଛରେ ଏହି ଟାଟା ଏସି ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଟାଟା ଏସିର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ତେବେ ଡ୍ରାଇଭରର ଅସାବଧାନତା ନିମନ୍ତେ ଏହି ଦୁର୍ଘଟଣା ଘଟିଲା ନା କୁହୁଡ଼ି ଯୋଗୁ ଘଟିଲା, ତାହା ସ୍ପଷ୍ଟ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story