ଗୋଟିଏ ଡାଳରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ

ବାରିପଦା(ମାନିକ୍ ଲାଲ୍ ପାଣି): ଗୋଟିଏ ଡାଳରେ ଝୁଲୁଛି ଯୁବକ ଏବଂ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଅପରାହ୍ନରେ ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ସୂଚନା ମୁତାବକ,  ମୃତ ଯୁବକଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ ଛାତନା ଗ୍ରାମରେ ହୋଇଥିବା ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଦୁହେଁ […]

love

love

Niranjan Mishra
  • Published: Sunday, 26 June 2022
  • Updated: 26 June 2022, 05:50 PM IST

Sports

Latest News

ବାରିପଦା(ମାନିକ୍ ଲାଲ୍ ପାଣି): ଗୋଟିଏ ଡାଳରେ ଝୁଲୁଛି ଯୁବକ ଏବଂ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।

ଅପରାହ୍ନରେ ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ସୂଚନା ମୁତାବକ,  ମୃତ ଯୁବକଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ ଛାତନା ଗ୍ରାମରେ ହୋଇଥିବା ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଦୁହେଁ ପ୍ରେମିଯୁଗଳ ହୋଇଥିବା ଅନୁମାନ କରାଯାଉଛି।

ଯୁବକଙ୍କ ଘର ଠାରୁ ଏହି ଜଙ୍ଗଲ ପ୍ରାୟ ତିନି କିଲୋମିଟର ହେବ। ଦୁହେଁ କିଭଳି ଏବଂ କେଉଁ ପରିସ୍ଥିତିରେ ଜଙ୍ଗଲରେ ପହଞ୍ଚିଲେ, ସେମାନେ ଆତ୍ମହତ୍ୟା କରିଛନ୍ତି ନା କେହି ସେମାନଙ୍କୁ ହତ୍ୟା କରି ଟାଙ୍ଗୀ ଦେଇଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ତଥ୍ୟପ୍ରମାଣ ଜବତ କରି ନେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story