ମୁଖ୍ୟସ୍ରୋତରେ ସାମିଲ ହେଲେ ଦୁଇ କ୍ୟାଡ଼ର ମାଓବାଦୀ
କୋରାପୁଟ: ଆଜି ଦୁଇ କ୍ୟାଡର ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ପକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାଇନିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଛତିଶଗଡ଼ କ୍ୟାଡର ମାଓବାଦୀ ସନୁ। ଅନ୍ୟ ଜଣକ ହେଉଛନ୍ତି ଓଡ଼ିଶା କ୍ୟାଡ଼ର ବିଦ୍ୟା। ଉଭୟଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।