ଚୀନରୁ ଫେରିଥିବା ଦୁଇ ଓଡ଼ିଆଙ୍କ ଦେହରେ ଅଛି କି ‘କରୋନା’? ଚାଲିଛି ପରୀକ୍ଷାନିରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବର୍ତ୍ତମାନ ସୁର୍ଦ୍ଧା କୌଣସି ‘କରୋନା’ ଭାଇରସନ୍‌ ଆକ୍ରାନ୍ତ ଚିହ୍ନଟ ହୋଇପାରି ନାହାନ୍ତି। ତଥାପି ଚୀନରୁ ମାଲେସିଆ ଦେଇ ଓଡ଼ିଶା ଫେରିଥିବା ଦୁଇ ଓଡ଼ିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମୀକ୍ଷା ହୋଇଛି। ସେମାନଙ୍କୁ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି। ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଲେ, ସେମାନେ ବାହାରକୁ ଯାଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ‘କରୋନା’କୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ସ୍ୱସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀଙ୍କ […]

carona

carona

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବର୍ତ୍ତମାନ ସୁର୍ଦ୍ଧା କୌଣସି ‘କରୋନା’ ଭାଇରସନ୍‌ ଆକ୍ରାନ୍ତ ଚିହ୍ନଟ ହୋଇପାରି ନାହାନ୍ତି। ତଥାପି ଚୀନରୁ ମାଲେସିଆ ଦେଇ ଓଡ଼ିଶା ଫେରିଥିବା ଦୁଇ ଓଡ଼ିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମୀକ୍ଷା ହୋଇଛି। ସେମାନଙ୍କୁ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି। ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଲେ, ସେମାନେ ବାହାରକୁ ଯାଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ‘କରୋନା’କୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ସ୍ୱସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନସିଂରେ ଆଲୋଚନା ବେଳେ ଶ୍ରୀ ଧଳ ଏହା କହିଛନ୍ତି।

ଅନ୍ୟପକ୍ଷରେ ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଭାରତରେ ପ୍ରବେଶ କରିଛି ଏହି ମାରାତ୍ମକ ଭାଇରସ୍। ପ୍ରଥମ ରୋଗୀ ଭାବେ କେରଳରେ ଜଣେ ବ୍ୟକ୍ତି ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେ ଚୀନ୍‌ ଉହାନ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି। କିଛି ଦିନ ତଳେ ଯୁବକ ଜଣକ ଚୀନରୁ ଫେରିଥିଲେ। ଏହି ଘଟଣା ପରେ ବଢ଼ିଛି କେନ୍ଦ୍ର ସରକାରଙ୍କ ଚିନ୍ତା। ଚୀନ୍ ଓ ମାଲେସିୟା ସହ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ତେବେ ମୋଟ୍‌ ୮୦୬ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଥିବା ବେଳେ ୧୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି।

ତଥ୍ୟ ଅନୁସାରେ କରୋନା ସଂକ୍ରମଣରେ ଚୀନରେ ୧୭୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୭୭୦୦ ଶହ ଆକ୍ରାନ୍ତ ହୋଇଛନ୍ତି। କେବଳ ୩ ଦିନରେ ହଜାରେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଶ୍ୱର ପ୍ରାୟ ୧୬ଟି ଦେଶରେ କରୋନା ଭାଇରସ୍‌ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଜରୁରୀ ବୈଠକ ଡାକି ଏହାର ସମୀକ୍ଷା କରିଛି ସ୍ଥିତି ଶୀଘ୍ର ନିୟନ୍ତ୍ରଣକୁ ନଆସିଲେ ଆଗକୁ ମହାମାରୀ ଘୋଷଣା କରିବାକୁ ମଧ୍ୟ ସଜବାଜ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ମାରାତ୍ମକ ‘କରୋନା’ ଭୂତାଣୁ ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ? ସେନେଇ ବିଜ୍ଞାପନ ଦେଇ ସଚେତନ କରୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ତା’ସହ ଯେଉଁମାନେ ଜାନୁଆରୀ ପହିଲାରୁ ଚୀନ୍ ଯାତ୍ରା କରିଥିବେ ଓ ଜ୍ୱର, କାଶରେ ଆକ୍ରାନ୍ତ ହୋଇଥିବେ ସେମାନେ ଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଅନୁରୋଧ କରାଯାଇଛି। ସେପଟେ ଝାରସୁଗୁଡ଼ା ବିମାନ ବନ୍ଦରରେ ମଧ୍ୟ ଏକ ଟିମ୍ କୋଲକାତା ଓ ଦିଲ୍ଲୀ ଯାଆସ କରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story