ଭୁଲିଗଲେ ପରିବାର, ଦୁଃଖ ଓ ଯନ୍ତ୍ରଣାରେ ମେଡିକାଲ୍‌ରେ ବିତୁଛି ଜୀବନ

ବଲାଙ୍ଗିର(ସସ୍ମିତା ସାହୁ): ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଯେଉଁ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ ଓ ପରିଚୟ ଦେଇଥିଲେ। ଆଜି ସେହି ପିଲାମାନେ ଭୁଲିଗଲେ ଜନ୍ମଦାତ୍ରୀଙ୍କୁ। ରୋଗ ଭଲ କରିବା ବାହାନାରେ ବୃଦ୍ଧ ବାପା ଓ ମାଆଙ୍କୁ ମେଡିକାଲ୍‌ରେ ଛାଡ଼ି ପଳାଇଗଲେ। ଆଉ ନେଲେ ନାହିଁ। ବର୍ତ୍ତମାନ ସେହି ମେଡ଼ିକାଲ୍‌ ୱାର୍ଡ଼ରେ ବିତୁଛି ସେମାନଙ୍କ ଯନ୍ତ୍ରଣାମୟ ଜୀବନ। କିନ୍ତୁ ଏପରି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି […]

bolangir

bolangir

Jitendra Garnayak
  • Published: Monday, 15 October 2018
  • Updated: 15 October 2018, 10:09 AM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଯେଉଁ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ ଓ ପରିଚୟ ଦେଇଥିଲେ। ଆଜି ସେହି ପିଲାମାନେ ଭୁଲିଗଲେ ଜନ୍ମଦାତ୍ରୀଙ୍କୁ। ରୋଗ ଭଲ କରିବା ବାହାନାରେ ବୃଦ୍ଧ ବାପା ଓ ମାଆଙ୍କୁ ମେଡିକାଲ୍‌ରେ ଛାଡ଼ି ପଳାଇଗଲେ। ଆଉ ନେଲେ ନାହିଁ।

ବର୍ତ୍ତମାନ ସେହି ମେଡ଼ିକାଲ୍‌ ୱାର୍ଡ଼ରେ ବିତୁଛି ସେମାନଙ୍କ ଯନ୍ତ୍ରଣାମୟ ଜୀବନ। କିନ୍ତୁ ଏପରି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି କିଛି ଯୁବକ।

ପୂରା ଘଟଣା ଏମିତି। ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରିସର ଡାଇରିଆ ୱାର୍ଡ଼ରେ ପରିଣତ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ୪ ଜଣ ବୃଦ୍ଧା ଓ ବୃଦ୍ଧ। ଦୀର୍ଘ ୫ ବର୍ଷ ହେଲା ସେମାନେ ଏଠାରେ ରହିଛନ୍ତି। ମେଡ଼ିକାଲ୍‌ ପକ୍ଷରୁ ଯାହା ମିଳୁଛି, ତାକୁ ଖାଇ ବଞ୍ଚିଛନ୍ତି। ବର୍ତ୍ତମାନ ସେମାନଙ୍କ ମାନସିକ ସ୍ଥିତି ଭଲ ନାହିଁ। ତେଣୁ ସେମାନେ ସେମାନଙ୍କ ପରିଚୟ ଦେଇପାରୁ ନାହାନ୍ତି।

bol3ଜନ୍ମ କଲା ବାପା ଓ ମାଆଙ୍କୁ ନିଜ ପିଲାମାନେ ସିନା ଭୁଲି ଗଲେ। ହେଲେ ବିଂ ହ୍ୟୁମାନ୍‌ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା କିନ୍ତୁ ସେହି ୪ ବୃଦ୍ଧ ଓ ବୃଦ୍ଧାଙ୍କୁ ଭୁଲି ନାହାନ୍ତି। ପ୍ରତ୍ୟେକ ରବିବାର ସେମାନେ ମେଡ଼ିକାଲ୍‌ ଆସି ବୃଦ୍ଧ ଓ ବୃଦ୍ଧାଙ୍କ ନଖ କାଟିବା ସହିତ ଗାଧୋଇ ଦେଇ ଖୁଆଇ ଦେଉଛନ୍ତି। ଏପରିକି ସେମାନେ ରହୁଥିବା ଘରକୁ ସଫା କରିଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story