ମଧ୍ୟାହ୍ନ ଭୋଜନ ଖାଇ କେନାଲରେ ହାତ ଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ର

ସୋର (ଶଶିକାନ୍ତ ବେହେରା): ମଧ୍ୟାହ୍ନ ଭୋଜନ ଖାଇ କେନାଲ୍‌ରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲରେ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସ୍କୁଲରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖଇରା ତହସିଲଦାର ଓ […]

balasore

balasore

Manoranjan Sial
  • Published: Friday, 26 July 2019
  • Updated: 26 July 2019, 05:35 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ମଧ୍ୟାହ୍ନ ଭୋଜନ ଖାଇ କେନାଲ୍‌ରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲରେ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସ୍କୁଲରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖଇରା ତହସିଲଦାର ଓ ଆଡିସନାଲ୍‌ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

ରଟିଣା ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ ମଧ୍ୟାହ୍ନ ଭୋଜନ ଖାଇ ହାତ ଧୋଇବାକୁ ପାଖ କେନାଲ୍‌କୁ ଯାଇଥିଲେ। ତେବେ ହାତ ଧୋଇବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ କେନାଲ ପାଣିରେ ଦୁଇ ଛାତ୍ର ଭାସି ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ କେନାଲରୁ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ହଙ୍ଗାମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story