ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାରୁ ଛାତ୍ରୀଙ୍କୁ ନିସ୍ତୁକ ମାଡ଼

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାକୁ ଦୁଇ ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷୟିତ୍ରୀ। ଏ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ ଅନ୍ତର୍ଗତ ମହକୁଡ଼ପାଲି ପ୍ରାଥମିକ ବିଦ୍ୟାଳୟରେ। ଏ ନେଇ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀଙ୍କ ଶରୀରରେ ମାଡ଼ ଦାଗ ରହିଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]

chawal

chawal

Jitendra Garnayak
  • Published: Tuesday, 26 February 2019
  • Updated: 26 February 2019, 10:14 AM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାକୁ ଦୁଇ ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷୟିତ୍ରୀ। ଏ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ ଅନ୍ତର୍ଗତ ମହକୁଡ଼ପାଲି ପ୍ରାଥମିକ ବିଦ୍ୟାଳୟରେ।

ଏ ନେଇ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀଙ୍କ ଶରୀରରେ ମାଡ଼ ଦାଗ ରହିଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

[caption id="attachment_344808" align="aligncenter" width="750"]beat ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଗୋଡ଼ରେ ମାଡ଼ ଦାଗ[/caption]

ଅଭିଯୋଗ ଅନୁଯାୟୀ, ଗତକାଲି ସ୍କୁଲ୍‌ରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଭାତରୁ ଚୁଟି ବାହାରିଥିଲା। ଏ ନେଇ ତୃତୀୟ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଅଭିଯୋଗ କରିଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜସ୍ମିନ କୌଶଳ ସେମାନଙ୍କୁ ବେତରେ ପିଟି ଥିଲେ।

ତେବେ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଥିବା ବେଳେ ଅନ୍ୟ ଛାତ୍ରୀ ଜଣଙ୍କ କୌଣସି ଅଭିଯୋଗ କରି ନାହାନ୍ତି।

[caption id="attachment_344809" align="aligncenter" width="750"]78 ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ହାତରେ ମାଡ଼ ଦାଗ[/caption]

ଏହି ଅଭିଯୋଗ ନେଇ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ କହିଛନ୍ତି,“ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story