ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ମହିଳା

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଅଘଟଣ। ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ମହିଳା। କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଉଭୟେ। ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ସମ୍ପର୍କରେ ମା-ଝିଅ କହୁଥିଲା ବେଳେ ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କୁହାଯାଉଛି ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଛନ୍ତି। ତେବେ କୂଳରେ ପହଞ୍ଚିଲେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

ଦିନେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ

ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା

ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

କେମିତି ଚାହା ପିଇବେ ଆସିଲା ଗାଇଡ୍‌ଲାଇନ୍‌

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୧ ଲୋକାଲ୍‌ କେସ୍‌

ସଞ୍ଜିତାଙ୍କୁ ଇଣ୍ଟର୍ଭ୍ୟୁରେ କଣ ପ୍ରଶ୍ନ ପଚରା ଯାଇଥିଲା?

ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ବଡ଼ବଡ଼ିଆଙ୍କ ବିଳାସ: ନିର୍ଦ୍ଦିଷ୍ଟ ନୀତି ନାହିଁ, ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ