କାଠଯୋଡ଼ିକୁ ଡେଇଁବାର ଘଣ୍ଟାଏ ଭିତରେ ଉଦ୍ଧାର ହେଲେ ଦୁଇ ଯୁବତୀ, କୂଳରେ ଲାଗିଲା ବେଳେ ....

କଟକ: (ଓଡ଼ିଶା ରିପୋର୍ଟର): ଘଣ୍ଟାଏ କସରତ ପରେ ନଦୀରୁ ଉଦ୍ଧାର ହେଲେ ଦୁଇ ଯୁବତୀ। କଟକ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିବା ଦୁଇ ଯୁବତୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ଆଜି ଉଦ୍ଧାର ବେଳେ ନଦୀ କୂଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଉଭୟେ ନଦୀକୁ ଡେଇଁବା ନେଇ ସ୍ଥାନୀୟ ଲୋକେ ଉଦ୍‌ବିଘ୍ନ ହୋଇପଡ଼ିଥିବା ବେଳେ ଉଦ୍ଧାର ବେଳେ ଦୁଇ ଯୁବତୀ ମୁରୁକି ହସୁଥିବା ଲକ୍ଷ କରାଯାଇଥିଲା। ଉଭୟେ  ନାଲି […]

790

790

Tapas Behera
  • Published: Wednesday, 08 July 2020
  • Updated: 08 July 2020, 06:45 PM IST

Sports

Latest News

କଟକ: (ଓଡ଼ିଶା ରିପୋର୍ଟର): ଘଣ୍ଟାଏ କସରତ ପରେ ନଦୀରୁ ଉଦ୍ଧାର ହେଲେ ଦୁଇ ଯୁବତୀ। କଟକ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିବା ଦୁଇ ଯୁବତୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ଆଜି ଉଦ୍ଧାର ବେଳେ ନଦୀ କୂଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଉଭୟେ ନଦୀକୁ ଡେଇଁବା ନେଇ ସ୍ଥାନୀୟ ଲୋକେ ଉଦ୍‌ବିଘ୍ନ ହୋଇପଡ଼ିଥିବା ବେଳେ ଉଦ୍ଧାର ବେଳେ ଦୁଇ ଯୁବତୀ ମୁରୁକି ହସୁଥିବା ଲକ୍ଷ କରାଯାଇଥିଲା।

ଉଭୟେ  ନାଲି ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଜଣାପଡ଼ିଥିଲା। ତେବେ ଉଭୟେ କେଉଁ କାରଣ ପାଇଁ ନଦୀକୁ ଡେଇଁପଡ଼ିଥିଲେ ତାହା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରିଟାରେ ହଠାତ୍ ଦୁଇଜଣ ମହିଳା ନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ମା’ ଝିଅ ବୋଲି ସନ୍ଦେହ କରୁଥିଲେ। ତେବେ ସେମାନେ ନଦୀରେ କିଛି ଦୂର ଭାସିଯିବା ପରେ ଏକ ବୁଦାରେ ଲାଗିଥିଲେ।

ଖବର ପାଇ କିଛି ସମୟ ପରେ ଆସି ପହଞ୍ଚିଥିଲା ଅଗ୍ନିସମ ଟିମ୍‌। ଆଉ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଅପରେସନ୍‌ ପରେ ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ସୁସ୍ଥ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲା ଅଗ୍ନିସମ ଟିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story