ହନିଟ୍ରାପ୍‌ରେ ଫସିଗଲେ ଠିକାଦାର: ଟଙ୍କା, ମୋବାଇଲ ଓ କାର ସବୁ ଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୁଟ୍‌ର ନୂଆ ଫଣ୍ଡା। ହନିଟ୍ରାପ୍‌ରେ ଫସିଗଲେ ଠିକାଦାର। ଝିଅ ମୋହ ଦେଖାଇ ଲୁଟି ନେଲେ ଟଙ୍କା, କାର ଓ ମୋବାଇଲ ଫୋନ ।

ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା । ଝିଅ ମୋହ ଦେଖାଇ କିଛି ଦୁର୍ବୃତ୍ତ ଠିକାଦାରଙ୍କୁ ଲୁଟ୍ କରିଥିବା ଜଣାପଡିଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଡକାଇ ଲୁଟ୍ କରିଛନ୍ତି ।ଗୋଟିଏ ଘରେ ପୂରାଇ ମାଡ଼ ମାରି କାର, ଟଙ୍କା, ମୋବାଇଲ୍ ଲୁଟି ନେଇଛନ୍ତି।  ଘଟଣାକୁ ନେଇ ସମ୍ପୃକ୍ତ ଠିକାଦାର ଖଣ୍ଡଗିରି ଥାନାରେ ଏତଲା କରିଥିଲେ।  ଏତଲା ଆଧାରରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ।  ମମଲାରେ ୩ ଜଣ ଫେରାର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ

ବାବ୍ରି ମସଜିଦ୍ ଭଙ୍ଗା ଷଡ଼ଯନ୍ତ୍ର ନଥିଲା, ସମସ୍ତ ୩୨ ଅଭିଯୁକ୍ତ ଦୋଷମୁକ୍ତ

ରାଜ୍ୟରେ ୩୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଝିଅକୁ ଘରକୁ ନେବା ପାଇଁ ଗୁହାରୀ କଲା ମା’, ରାତିରେ ଅନ୍ତିମ ସଂସ୍କାର କରିଦେଲା ପୁଲିସ

‘ଓଟିଭି’ ବିରୋଧରେ ଉଡ଼ା ଖବର ପ୍ରସାରଣ କରୁଛନ୍ତି ସରକାରୀ ପ୍ରୋତ୍ସାହିତ ଚାନେଲ

‘ଏବେ ବି ବହୁ ଲୋକଙ୍କ ପ୍ରତି ରହିଛି କରୋନା ବିପଦ’

ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ

ରାଜ୍ୟରେ ୩୦୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୫୫୫

ସୁପରସ୍ପ୍ରେଡର ହେଲେ ପର୍ଯ୍ୟଟନ ମନ୍ତ୍ରୀ,ବିପଦରେ ଅନେକଙ୍କ ଜୀବନ !

ଆନୁଗତ୍ୟ ଓ ପରିଶ୍ରମ ନୁହେଁ, ଦେଲେ ବିଜେଡିରେ ପଦବୀ ମିଳେ: କଳ୍ପତରୁ

ଆଉ ୬ ବିଧାୟକଙ୍କୁ କରୋନା

ରାଜ୍ୟରେ ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ୫୦୦ ପାର୍‌

ଓଡ଼ିଶାର ଲଦାଖ ପାଲଟିଥିବା ହାତିଆ ମୁଣ୍ଡିଆ ଏବେ ନିଷିଦ୍ଧାଞ୍ଚଳ