ପୋଲ୍‌ ଖୋଲିଲେ ଉମା: ନବୀନଙ୍କ କାନରେ ମନ୍ତ୍ର ଫୁଙ୍କୁଥିବା ଏହି ଆଇଏଏସ୍‌ କିଏ?

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ବାଟରେ କିଏ ପୁରାଇଲା କେଁ? ସେ ସମ୍ପର୍କରେ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅବସରରେ ଉମା କହିଛନ୍ତି-“ମହାନଦୀ ଜଳ ବିବାଦ ବୈଠକ ବେଳେ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଜଣେ ଆଇଏଏସ୍‌ ଅଫିସର ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ଏମିତିକି ବୈଠକ ବେଳେ ବାରମ୍ବାର ଆସି ନବୀନଙ୍କ କାନ ପାଖରେ କିଛି […]

bjp-in-odisha

bjp-in-odisha

Manoranjan Sial
  • Published: Thursday, 18 April 2019
  • Updated: 18 April 2019, 09:45 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ବାଟରେ କିଏ ପୁରାଇଲା କେଁ? ସେ ସମ୍ପର୍କରେ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ।

ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅବସରରେ ଉମା କହିଛନ୍ତି-“ମହାନଦୀ ଜଳ ବିବାଦ ବୈଠକ ବେଳେ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଜଣେ ଆଇଏଏସ୍‌ ଅଫିସର ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ଏମିତିକି ବୈଠକ ବେଳେ ବାରମ୍ବାର ଆସି ନବୀନଙ୍କ କାନ ପାଖରେ କିଛି କହୁଥିଲେ। ମୁଁ ତାଙ୍କୁ (ସମ୍ପୃକ୍ତ ଆଇଏଏସ୍‌ ଅଫିସର) ଏପରି ନକରି ଜଣେ ଅଫିସର ଭଳି କାର୍ଯ୍ୟ କରିବାକୁ କହିଥିଲି।”

ସେହିପରି ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ଉମା କହିଛନ୍ତି-“ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ପରିବାର ସହ ସମ୍ପର୍କ ରଖିଥିବାରୁ ତାଙ୍କ ଚିନ୍ତାଧାରା ବହୁ ଆଧୁନିକ ଓ ଉନ୍ନତମାନର ହୋଇଥିବ ବୋଲି ଭାବିଥିଲି। ସେହି ହିସାବରେ ଦେଖିଲେ, ଏହି ରାଜ୍ୟର ପ୍ରଗତି ବହୁତ ଆଗରେ ରହିବା କଥା। ହେଲେ ଓଡ଼ିଶା ଏତେ ପଛୁଆ ହେଲା କାହିଁକି?”

ତେବେ ଉମାଙ୍କ ଏସବୁ ଆକ୍ଷେପ ନେଇ ନବୀନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story