ଉମରକୋଟ: ଦେଢ଼ମାସର ଶିଶୁ ପୁତ୍ରକୁ ଚେଙ୍କ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଖାଣ୍ଡସାର ଗାଁର ଦିକ୍‌ଚାନ୍ଦଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିର ମୁଣ୍ଡରେ ଏକ ଘା’ ହୋଇଥିବାରୁ ତା’ ପରିବାର ଲୋକେ ଝରିଗାଁ ଓ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଘା’ ଭଲ ନ ହେବାରୁ ପରିବାର ଲୋକେ ଗାଁରେ ଥିବା ଜଣେ ଦିଶାରୀ ପାଖକୁ ନେଇଥିଲେ। ଦିଶାରୀ ଜଣକ ଶିଶୁପୁତ୍ରର ଦେହ ଓ ମୁଣ୍ଡରେ ୧୫ରୁ ଅଧିକ ଚେଙ୍କ ଦେଇଥିଲେ। ଶିଶୁଟିର ଅବସ୍ଥା […]

chenka

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 03:37 PM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଖାଣ୍ଡସାର ଗାଁର ଦିକ୍‌ଚାନ୍ଦଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିର ମୁଣ୍ଡରେ ଏକ ଘା’ ହୋଇଥିବାରୁ ତା’ ପରିବାର ଲୋକେ ଝରିଗାଁ ଓ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଘା’ ଭଲ ନ ହେବାରୁ ପରିବାର ଲୋକେ ଗାଁରେ ଥିବା ଜଣେ ଦିଶାରୀ ପାଖକୁ ନେଇଥିଲେ। ଦିଶାରୀ ଜଣକ ଶିଶୁପୁତ୍ରର ଦେହ ଓ ମୁଣ୍ଡରେ ୧୫ରୁ ଅଧିକ ଚେଙ୍କ ଦେଇଥିଲେ।

ଶିଶୁଟିର ଅବସ୍ଥା ଏବେ ଗୁରୁତର ହୋଇପଡ଼ିଥିଲେ ସୁଦ୍ଧା ପରିବାର ଲୋକେ ତାକୁ ଅଦ୍ୟାବଧି ଡାକ୍ତରଖାନା ନେଇ ନାହାନ୍ତି।

Related story