ଡ୍ରେନ୍‌ ପାଲଟିଛି ଯମ, ୫ ବର୍ଷରେ ନେଲାଣି ୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅସରାଏ ବର୍ଷାରେ ଉବୁଟୁବୁ ସ୍ମାର୍ଟ ସିଟିର ଅନେକ ସ୍ଥାନରେ ଡ୍ରେନ୍ ଉପରେ ସ୍ଲାବ୍ ନଥିବାରୁ ପ୍ରତି ବର୍ଷ ଘଟୁଛି ଅଘଟଣ। କେଉଁଠି ଶିଶୁ ତ କେଉଁଠି ବୃଦ୍ଧ ବୃଦ୍ଧାଙ୍କୁ ଭସାଇ ନେଇଛି ବର୍ଷା ପାଣିର ସୁଅ। ଗତକାଲି ନୟାପଲ୍ଲୀ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ବିଏମ୍‌ସିର ପାରିବାପଣିଆ ଉପରେ ପୁଣି ପ୍ରଶ୍ନଚିହ୍ନ ଲାଗିଛି। ଦେଖିବାକୁ ଗଲେ ଗତ […]

drain

drain

Manoranjan Sial
  • Published: Friday, 26 July 2019
  • Updated: 26 July 2019, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅସରାଏ ବର୍ଷାରେ ଉବୁଟୁବୁ ସ୍ମାର୍ଟ ସିଟିର ଅନେକ ସ୍ଥାନରେ ଡ୍ରେନ୍ ଉପରେ ସ୍ଲାବ୍ ନଥିବାରୁ ପ୍ରତି ବର୍ଷ ଘଟୁଛି ଅଘଟଣ। କେଉଁଠି ଶିଶୁ ତ କେଉଁଠି ବୃଦ୍ଧ ବୃଦ୍ଧାଙ୍କୁ ଭସାଇ ନେଇଛି ବର୍ଷା ପାଣିର ସୁଅ। ଗତକାଲି ନୟାପଲ୍ଲୀ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ବିଏମ୍‌ସିର ପାରିବାପଣିଆ ଉପରେ ପୁଣି ପ୍ରଶ୍ନଚିହ୍ନ ଲାଗିଛି। ଦେଖିବାକୁ ଗଲେ ଗତ ୫ ବର୍ଷରେ ଡ୍ରେନ୍‌ ନେଲାଣି ୫ ଜୀବନ।

ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ପରେ ଭାସୁଛି ରାଜଧାନୀ। ରାସ୍ତାରେ ଜମା ହେଉଛି ପାଣି। ରାସ୍ତାର ଭ୍ରମ ସୃଷ୍ଟି କରୁଛି ଡ୍ରେନ୍‌। ଅନ୍ୟପକ୍ଷରେ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ି ନଥିବାରୁ ଏହା ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ଗତକାଲି ବର୍ଷା ପରେ ନୟାପଲ୍ଲୀ ଏକାମ୍ର ଭିଲ୍ଲା ଅଞ୍ଚଳରେ ଡ୍ରେନ୍‌ରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ତଥ୍ୟ ଅନୁସାରେ, ଗତ ୫ ବର୍ଷ ଭିତରେ ବର୍ଷା ବେଳେ ଡ୍ରେନ୍‌ରେ ଭାସିଯାଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ଗଙ୍ଗନଗର, ୨୦୧୭ରେ ନୟାପଲ୍ଲୀ ବେହେରା ସାହି, ୨୦୧୬ ରେ ଶୈଳଶ୍ରୀ ବିହାର ଓ ୨୦୧୫ରେ ସେହି ନୟାପଲ୍ଲୀରେ ମୁକୁଳା ନଳାରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ବାରମ୍ବାର ଦୁର୍ଘଟଣା ପରେ ମଧ୍ୟ କାହିଁକି ଡ୍ରେନ୍‌ ଗୁଡ଼ିକୁ ମୁକୁଳା ଛାଡ଼ି ଦିଆଯାଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ସହରରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ପଦକ୍ଷେପ ନିଆଯାଉଥିବା କହି ଚିରାଚରିତ ଢଙ୍ଗରେ ବୟାନ ଦେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

ରାଜଧାନୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଲାଗି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ। ତେବେ ସରକାରଙ୍କ ହାଇ ବଜେଟ୍ ଓ ବିଏମ୍‌ସିର ବିସ୍ତୁତ ଯୋଜନା ପରେ ମଧ୍ୟ ପୁଣି ଡ୍ରେନ୍‌ରେ ଜୀବନ ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story