ବିଚାରାଧୀନ କଏଦୀ ଜେଲ୍‌ରୁ ଛୁ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି। ଗତକାଲି କାରାଗାରର ଡ୍ରେନ୍ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। ତା’ ନାଁ ଅଜିତ ଦକୁଆ। ତା’ ଘର କାଲିମେଳାରେ ବୋଲି ଜଣାପଡ଼ିଛି। ‌ ଏନେଇ ଜେଲ୍‌ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଅଜିତକୁ ଖୋଜଖୋଜି କରୁଛି ଓ ଘଟଣାର ତଦନ୍ତ କରୁଛି। ଗତ ଜାନୁଆରୀ ୧୪ ତାରିଖରେ ଗଞ୍ଜେଇ ଚୋରାଚାଲାଣ […]

jail

jail

Jitendra Garnayak
  • Published: Wednesday, 06 March 2019
  • Updated: 06 March 2019, 11:11 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି।

ଗତକାଲି କାରାଗାରର ଡ୍ରେନ୍ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। ତା’ ନାଁ ଅଜିତ ଦକୁଆ। ତା’ ଘର କାଲିମେଳାରେ ବୋଲି ଜଣାପଡ଼ିଛି।

ଏନେଇ ଜେଲ୍‌ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଅଜିତକୁ ଖୋଜଖୋଜି କରୁଛି ଓ ଘଟଣାର ତଦନ୍ତ କରୁଛି।

ଗତ ଜାନୁଆରୀ ୧୪ ତାରିଖରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ବାଲିମେଳା ଥାନା ପୁଲିସ ଅଜିତକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story