“ଇସ୍ପାତ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ”

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଇସ୍ପାତ କ୍ଷେତ୍ରରେ ଭାରତ ଓ ଜାପାନ ମିଳିତ ଭାବେ ଉଦ୍ୟମ କଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ। ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ, ଜାପାନ ସରକାର ଓ ଅନ୍ୟାନ୍ୟ ସହଭାଗୀତାରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,“ଦେଶରେ ଅନେକ ଭିତିଭୂମି ପ୍ରକଳ୍ପରେ ନୀତିଗତ ସଂସ୍କାର ଅଣାଯାଇଛି। ଯାହା ଇସ୍ପାତ ଚାହିଦାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ […]

dharmendra

dharmendra

Manoranjan Sial
  • Published: Monday, 24 February 2020
  • Updated: 24 February 2020, 09:17 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଇସ୍ପାତ କ୍ଷେତ୍ରରେ ଭାରତ ଓ ଜାପାନ ମିଳିତ ଭାବେ ଉଦ୍ୟମ କଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ। ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ, ଜାପାନ ସରକାର ଓ ଅନ୍ୟାନ୍ୟ ସହଭାଗୀତାରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,“ଦେଶରେ ଅନେକ ଭିତିଭୂମି ପ୍ରକଳ୍ପରେ ନୀତିଗତ ସଂସ୍କାର ଅଣାଯାଇଛି। ଯାହା ଇସ୍ପାତ ଚାହିଦାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ରେଳ ଓ ରାସ୍ତା କ୍ଷେତ୍ର ଅଧିକ ଗୁରୁତ୍ୱ ଦିଆଯାଇଛି। ଯାହା ଇସ୍ପାତର ଚାହିଦାକୁ ବୃଦ୍ଧି କରିବାରେ ପ୍ରମୁଖ କାରଣ ହୋଇଛି। ଦେଶର ଉଭୟ ଉର୍ଜା ଓ ଇସ୍ପାତ କ୍ଷେତ୍ର ପୁଞ୍ଜିନିବେଶ ପାଇଁ ନିଯୁକ୍ତି ସୃଷ୍ଟି କରି ଅଭିବୃଦ୍ଧି ହେବାର ପର୍ଯ୍ୟାୟରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଭାରତର ଉର୍ଜା ଓ ଇସ୍ପାତ କ୍ଷେତ୍ର ଏଦିଗରେ ଉଦ୍ୟମରତ।”

ସେ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ଜାର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିବେଶ କରିବା ପାଇଁ ଘୋଷଣା କରିଛନ୍ତି। ଏହା ସହ କୃଷି ଭଣ୍ଡାର ସମେତ ଇସ୍ପାତ ଚାହିଦାର ବୃଦ୍ଧି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ଭାରତରେ କଂଚାମାଲର ଅଭାବ ନାହିଁ। ଆମେ ବିକଳ୍ପ ସ୍ୱଚ୍ଛ ଉର୍ଜା ସ୍ରୋତର ସନ୍ଧାନରେ କାର୍ଯ୍ୟ କରୁଛୁ। ଆଜି ବିଶ୍ୱ ଇସ୍ପାତ ଶିଳ୍ପ ପାଇଁ ଭାରତ ସବୁଠୁ ବଡ଼ ଉକୃଷ୍ଟ ବଜାର ମଧ୍ୟରୁ ଅନ୍ୟତମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସାଧାରଣ ଲୋକଙ୍କର
ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଇଜ୍ ଅଫ୍ ଡୁଇଂ ବିଜନେସକୁ ଅଧିକ ପ୍ରୋତ୍ସାହନ ଦେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story