ଭାରତର ବିକାଶ ପାଇଁ ଆଇଡିଆ ମାଗିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବକାଳରେ ଓଡ଼ିଆମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ୍ୟ କରି ବଡ ନାଁ କରିଥିଲେ। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ଦକ୍ଷିଣ-ପୂର୍ବଏସୀୟ ଦେଶମାନଙ୍କରେ ରହୁଥିବା ସଫଳ ଓଡ଼ିଆମାନେ ଭାରତ ତଥା ଓଡ଼ିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ ଆଜି ଭିଡିଓ […]

dharmendra

dharmendra

Manoranjan Sial
  • Published: Saturday, 09 May 2020
  • Updated: 09 May 2020, 09:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବକାଳରେ ଓଡ଼ିଆମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ୍ୟ କରି ବଡ ନାଁ କରିଥିଲେ। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ଦକ୍ଷିଣ-ପୂର୍ବଏସୀୟ ଦେଶମାନଙ୍କରେ ରହୁଥିବା ସଫଳ ଓଡ଼ିଆମାନେ ଭାରତ ତଥା ଓଡ଼ିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ଉପରେ ଆଲୋଚନା କରିଛନ୍ତି। ଏହି ଦେଶ ଗୁଡିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍‌‍ କରିବା, ରାଷ୍ଟ୍ରୀୟ ଲକ‌୍‍ ଡାଉନ ତୁରନ୍ତ ଲାଗୁ କରିବା ସହ ଲକ‌୍‍ ଡାଉନ ନିୟମକୁ କଡାକଡି ପାଳନ କରି ‘କରୋନା’ ସଂକ୍ରମଣକୁ ରୋକିବାରେ ସଫଳ ମିଳିଛି ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆମାନେ ମତପ୍ରକାଶ କରିଛନ୍ତି। ‘କରୋନା’ ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରବର୍ତ୍ତି ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ବ୍ୟକ୍ତିତ୍ୱମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଛନ୍ତି।

‘କରୋନା’ ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଭାରତରେ ଦେଶବାସୀଙ୍କ ଡାଟା ଆଧାର, ସମସ୍ତଙ୍କର ବ୍ୟାଙ୍କ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଏବଂ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡ଼ିଆମାନେ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ ସେମାନଙ୍କ ସହ ଆଲୋଚନା କରି କହିଛନ୍ତି, ‘କରୋନା’ ପରିସ୍ଥିତିରେ ଚୀନର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକ ଏହାର ସଫଳ ମୁକାବିଲା କରିପାରିଛନ୍ତି। ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରୀ ରଖିଛନ୍ତି। ଏହି କାମରେ ଏହି ଦେଶରେ ରହୁଥିବା ସଫଳ ଓଡ଼ିଆମାନେ ସହାୟକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ‌୍‍ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ଆଲୋଚନାରେ ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଦେଶରେ ରହୁଥିବା ୧୫ ଜଣ ଓଡ଼ିଆ ସମୁଦାୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ। ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଆଁମାରର ଶୀତଲ ପଲ୍ଲାବାବୁ, ଶ୍ରୀଯୁକ୍ତ ଜଗନ୍ନାଥ, ସିଙ୍ଗାପୁରରରୁ ସ୍ୱପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମ୍ୟାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତିରଞ୍ଜନ ନନ୍ଦ, ଡା. ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ, ଥାଇଲ୍ୟାଣ୍ଡର ଏସ.ସି ମହାପାତ୍ର ଓ ବିଶ୍ୱାସ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story