ରାଜ୍ୟରେ ପାଣ୍ଡିଆନଙ୍କ ଶାସନ ଚାଲିଛି: ଜୁଏଲ୍

ଭଞ୍ଜନଗର(ଓଡ଼ିଶା ରିପୋର୍ଟର) ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି। ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ ଜୁଏଲ୍। ସହିଦ୍‌ଙ୍କ ଦାଦାଙ୍କୁ ବିଜେଡି ନେତା ଠେଲି ଦେଉଛନ୍ତି। ରାଜ୍ୟରେ ଯଦି ନବୀନ ସରକାର ଥାନ୍ତା ତେବେ ପାଟି ଖୋଲିଥାନ୍ତେ। ହେଲେ ଏହା ପାଣ୍ଡିଆନ୍ ସରକାର, […]

jual

jual

Tapas Behera
  • Published: Sunday, 24 February 2019
  • Updated: 24 February 2019, 08:01 PM IST

Sports

Latest News

ଭଞ୍ଜନଗର(ଓଡ଼ିଶା ରିପୋର୍ଟର) ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି। ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ ଜୁଏଲ୍। ସହିଦ୍‌ଙ୍କ ଦାଦାଙ୍କୁ ବିଜେଡି ନେତା ଠେଲି ଦେଉଛନ୍ତି। ରାଜ୍ୟରେ ଯଦି ନବୀନ ସରକାର ଥାନ୍ତା ତେବେ ପାଟି ଖୋଲିଥାନ୍ତେ। ହେଲେ ଏହା ପାଣ୍ଡିଆନ୍ ସରକାର, ତେଣୁ ଚୁପ୍ ରହିଲେ ବୋଲି ଆକ୍ଷେପ କରିଥିଲେ ଜୁଏଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story