‘ମୁଁ ୨୦ ଦିନ ଜେଲରେ ରହିଥିଲି ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହୋଇଛି। କୋଟି କୋଟି ହିନ୍ଦୁଙ୍କ ଆଶା ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏନେଇ ଖୁସି ବ୍ୟକ୍ତ କରିବା ସହ ସେତେବେଳର କର ସେବକ ଭାବେ ତାଙ୍କ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ଯେ, ପାଞ୍ଚ ଶହ ବର୍ଷର ସଂଘର୍ଷର ଏକ ଜଶ୍ୱସୀ ରୂପ ପ୍ରତିଷ୍ଠା ହେବାକୁ ଯାଉଛି। କେବଳ ଭାରତ ନୁହେଁ ବିଶ୍ୱର ଅଗଣିତ ରାମ […]

pratap0

pratap0

Tapas Behera
  • Published: Thursday, 06 August 2020
  • Updated: 06 August 2020, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହୋଇଛି। କୋଟି କୋଟି ହିନ୍ଦୁଙ୍କ ଆଶା ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏନେଇ ଖୁସି ବ୍ୟକ୍ତ କରିବା ସହ ସେତେବେଳର କର ସେବକ ଭାବେ ତାଙ୍କ ଅନୁଭୂତି ବଖାଣିଛନ୍ତି।

ସେ କହିଛନ୍ତି ଯେ, ପାଞ୍ଚ ଶହ ବର୍ଷର ସଂଘର୍ଷର ଏକ ଜଶ୍ୱସୀ ରୂପ ପ୍ରତିଷ୍ଠା ହେବାକୁ ଯାଉଛି। କେବଳ ଭାରତ ନୁହେଁ ବିଶ୍ୱର ଅଗଣିତ ରାମ ଭକ୍ତ ଏହି ଦିନକୁ ଅପେକ୍ଷା କରି ରହିଥିଲେ ବୋଲି ସେ କହିଛନ୍ତି ।

ତାଙ୍କ କହିବା ମୁତାବକ ୧୯୯୦ ଓ ୯୨ରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ଏଥିରେ ଯୋଗଦେବା ପାଇଁ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ବାଲେଶ୍ୱରରୁ ଅଯୋଧ୍ୟା ପହଞ୍ଚିଥିଲେ ସେ । ୧୯୯୦ ଆନ୍ଦୋଳନରେ ତାଙ୍କୁ ୨୦ ଦିନର କାରାବାସ ଭୋଗିବାକୁ ପଡ଼ିଥିଲା । କାରାବାସରୁ ମୁକୁଳି ସେ ପୁଣି ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇଥିଲେ । ପୁଲିସର ନିର୍ମମ ପ୍ରହାର ପରେ ମଧ୍ୟ ସ୍ୱାମୀ ଚିନ୍ମୟାନନ୍ଦଙ୍କ ନେତୃତ୍ୱରେ ଶ୍ରୀରାମ ଜୟ ରାମ ଜୟଜୟ ରାମ ଗାଇ ଭକ୍ତମାନେ ଆଗେଇ ଚାଲିଥିଲେ। ଏହି ଆନ୍ଦୋଳନରେ ଲକ୍ଷ ଲକ୍ଷ ନିରସ୍ତ୍ର ରାମ ଭକ୍ତଙ୍କ ଉପରକୁ ପୁଲିସ ଗୁଳିଚାଳନା କରିଥିଲା । ପୁଲିସର ଗୁଳିକୁ ଭ୍ରୂକ୍ଷେପ ନକରି ରାମ ଲାଲା ଆୟେଙ୍ଗେ, ମନ୍ଦିର ବନାୟେଙ୍ଗେ ନାରାରେ ସାରା ଅଯୋଧ୍ୟା କମ୍ପିଉଠିଥିଲା ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

୧୯୯୨ରେ ପୁନର୍ବାର ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନରେ ପ୍ରତ୍ୟେକ୍ଷରୂପେ ସକ୍ରିୟ ହୋଇଥିଲେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେ ସମୟରେ ରାପିଡ୍ ଆକ୍ସନ ଫୋର୍ସ ମାଡ଼ରେ ଗଭୀର ଆହାତ ହୋଇଥିଲେ । ତାଙ୍କୁ ବାଲେଶ୍ୱରର କିଛି ସେବକ ଉଠାଇ ବାଲେଶ୍ୱରରେ ପହଞ୍ଚାଇଥିଲେ। ସେ ଦୃଶ୍ୟ ବେଶ ରୋମାଞ୍ଚକର ଥିଲା ବୋଲି କହିଛନ୍ତି ପ୍ରତାପ । ଆଜି ସେ କରସେବକ ମାନଙ୍କ ପାର୍ଥନା ପୂରଣ ହୋଇଛି ବୋଲି ପ୍ରତାପ  ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story