କୋଇଲା ଖଣି ନିଲାମରେ ସବୁଠାରୁ ଅଧିକ ଲାଭବାନ ହେବ ଓଡ଼ିଶା

ଭୁବକନେଶ୍ୱର (ଓଡ଼ିଶା ରିପୋର୍ଟର): କୋଇଲା ଖଣି ନିଲାମ ହେଲେ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶା ଭଳି କୋଇଲା ସମୃଦ୍ଧ ପୂର୍ବ ରାଜ୍ୟ ଗୁଡ଼ିକରେ ବେସରକାରୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ। […]

col

col

Manoranjan Sial
  • Published: Thursday, 18 June 2020
  • Updated: 18 June 2020, 09:15 PM IST

Sports

Latest News

ଭୁବକନେଶ୍ୱର (ଓଡ଼ିଶା ରିପୋର୍ଟର): କୋଇଲା ଖଣି ନିଲାମ ହେଲେ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶା ଭଳି କୋଇଲା ସମୃଦ୍ଧ ପୂର୍ବ ରାଜ୍ୟ ଗୁଡ଼ିକରେ ବେସରକାରୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ। ଏହି ଐତିହାସିକ ପଦକ୍ଷେପ ଦେଶରେ କୋଇଲା ଉତ୍ପାଦନକୁ ବୃଦ୍ଧି କରି ଉର୍ଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ। ପୂର୍ବ ଭାରତ ବିଶେଷ ଭାବରେ ଆଦିବାସୀ ଅଞ୍ଚଳ ଓ ଆଙ୍କାକ୍ଷୀ ଜିଲ୍ଲାକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ରୂପାନ୍ତରିତ କରିବ। ଏହି ପଦକ୍ଷେପ ଶକ୍ତି, ଇସ୍ପାତ ଓ ଖଣି ସମେତ ଅନେକ କ୍ଷେତ୍ର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ଉର୍ଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବାଟ ଦେଖାଇବ।”

ସେ କହିଛନ୍ତି-“ବାଣିଜ୍ୟିକ ଖଣି ଭାରତରେ କୋଇଲାର ଉପଲବ୍ଧିର ଉନ୍ନତି କରିବା ସହ ପୁଞ୍ଜିନିବେଶ ପ୍ରତି ଆକର୍ଷିତ କରିବ। କୋଇଲା ଗ୍ୟାସିଫିକେସନକୁ ମଧ୍ୟ ବଡ଼ ଗତି ଦେବ। ଏହାବ୍ୟତୀତ ଦେଶର ଖାଦ୍ୟ ଓ ଉର୍ଜ୍ଜା ସୁରକ୍ଷାର ଉଦ୍ଦେଶ୍ୟ ଗୁଡ଼ିକୁ ପୂରଣ କରିବ। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଅଗ୍ରସର କରାଇବ।”

ସେ ଆହୁରି କହିଛନ୍ତି-“ଶଳ୍ପି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଦେଶରେ ୨ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତ ଯୋଗାଇବେ। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ବାର୍ଷିକ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଟି ରାଜସ୍ୱ ଦେବ। ସେହିପରି ଭାରତ ସରକାର ୨୦୩୦ ସୁଦ୍ଧା ୧୦୦ ମିଲିୟନ୍‌ ଟନ୍‌ କୋଇଲା ଗ୍ୟାସିଫିକେସନ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story